ETV Bharat / city

ବାଣ ଫୁଟାଇ ନୁହେଁ, ଦୀନଦୁଃଖୀଙ୍କୁ ସାହାଯ୍ୟ କରି ପାଳନ୍ତୁ ଦୀପାବଳି - ଆଞ୍ଚଳିକ ବିକାଶ ପରିଷଦ ବ୍ରହ୍ମପୁର

ବ୍ରହ୍ମପୁରରେ ଆଲୋକର ପର୍ବ ଦୀପାବଳୀରେ ବାଣ ନ ଫୁଟାଇ ଲୋକଙ୍କ ମନରେ ହସ ଫୁଟାଇ ଦୀପାବଳି ପାଳନ କରିବାକୁ ଆଞ୍ଚଳିକ ବିକାଶ ପରିଷଦ ବ୍ରହ୍ମପୁର ଆହ୍ବାନ କରିଛି । ବିପୁଳ ପରିମାଣରେ ବାଣ ଫୁଟାଇବା ଯୋଗୁଁ ଆମ ମନୁଷ୍ୟ ସମାଜ ଉପରେ ଏହାର କୁପ୍ରଭାବ ପକାଇବା ସହ ଗଛ ପତ୍ର ପଶୁପକ୍ଷୀ ଉପରେ ଏହା ବହୁ ପରିମାଣରେ କ୍ଷତି ପହଞ୍ଚାଇବ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ
author img

By

Published : Oct 26, 2019, 12:58 PM IST

Updated : Oct 27, 2019, 9:48 AM IST

ବ୍ରହ୍ମପୁର : ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏହି ଦୀପାବଳୀ ଅବସରରେ ସାରା ଦେଶରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତିବିଶେଷ ଫୁଟାଇଥାନ୍ତି କୋଟି କୋଟି ଟଙ୍କାର ବାଣ । ହେଲେ ପ୍ରଦୂଷଣ ଯୁକ୍ତ ବାଣରେ ରହିଥିବା ବିଷାକ୍ତ ପରିମାଣ ସାଧାରଣ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ରୋଗୀ, ଶିଶୁ ଓ ବୃଦ୍ଧଙ୍କ ସମେତ ସମାଜର ଅନେକ ଜୀବ ଜନ୍ତୁଙ୍କ ଅନେକ କ୍ଷତି ଘଟାଇଥାଏ ।

ବାଣ ଫୁଟାଇ ନୁହେଁ ଲୋକଙ୍କ ମନରେ ହସ ଫୁଟାଇ ଦୀପାବଳୀ ପାଳନ କରିବାକୁ ଆହ୍ୱାନ

ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ବ୍ରହ୍ମପୁର ସହରରେ ବାଣ ନ ଫୁଟାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ବାନ କରିଛି । ଏହି ଅବସରରେ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାରା ସହର ପରିକ୍ରମା କରି ଲୋକଙ୍କୁ ବାଣ ନ ଫୁଟାଇବା ପାଇଁ ସଚେତନତାର ବାର୍ତ୍ତା ଦେଇଛି । ସେହି ଅର୍ଥରେ କୌଣସି ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନାଥାଶ୍ରମ, ଦୃଷ୍ଟିହୀନଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏପରିକି ଦେଶର ରାଜଧାନୀ ଦିଲ୍ଲୀରେ ଦୀପାବଳି ଯୋଗୁଁ ଯେପରି ସମସ୍ୟା ସୃଷ୍ଟି ହୋଇଥାଏ, ତାହା ଯେପରି ଅନ୍ୟ କୌଣସି ସ୍ଥାନରେ ପରିବେଶକୁ ଦୂଷିତ ନ କରିବ, ତାହାକୁ ନେଇ ସମସ୍ତେ ସତର୍କ ହେବାକୁ ଆହ୍ବାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାତି ପାହିଲେ ଆଲୋକର ପର୍ବ ଦୀପାବଳୀ । ଏହି ଦୀପାବଳୀ ଅବସରରେ ସାରା ଦେଶରେ ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତିବିଶେଷ ଫୁଟାଇଥାନ୍ତି କୋଟି କୋଟି ଟଙ୍କାର ବାଣ । ହେଲେ ପ୍ରଦୂଷଣ ଯୁକ୍ତ ଏହି ବାଣରେ ରହିଥିବା ବିଷାକ୍ତ ପରିମାଣ ସାଧାରଣ ବ୍ୟକ୍ତିବିଶେଷ ଙ୍କ ଟାରୁ ଆରମ୍ଭ କରି ରୋଗୀ , ଶିଶୁ ଓ ବୃଦ୍ଧ ଙ୍କ ସମେତ ସମାଜର ଅନେକ ଜୀବ ଜନ୍ତୁଙ୍କ ଅନେକ କ୍ଷତି ଘଟାଇଥାଏ । ଏଣୁ ସମସ୍ତେ ବ୍ରହ୍ମପୁର ସହରରେ ବାଣ ନଫୁଟାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ୱାନ କରି ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତା ଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ଅବସରରେ ସାରା ସହର ପରିକ୍ରମା କରି ଲୋକଙ୍କୁ ବାଣ ନଫୁଟାଇ ସେହି ଅର୍ଥରେ କୌଣସି ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନାଥାଶ୍ରମ ,ଦୃଷ୍ଟିହୀନ ବିଦ୍ୟାଳୟ କୁ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି । ଏପରିକି ଦେଶର ରାଜଧାନୀ ଦିଲ୍ଲୀରେ ଦୀପାବଳୀ ଯୋଗୁଁ ଯେପରି ସମସ୍ୟା ସୃଷ୍ଟି ହୋଇଥାଏ ତାହା ଯେପରି ଅନ୍ୟ କୌଣସି ସ୍ଥାନରେ ପରିବେଶ କୁ ଦୂଷିତ ନକରିବ ତାହାକୁ ନେଇ ସମସ୍ତେ ସତର୍କ ହେବାକୁ ଆହ୍ୱାନ କରି ବ୍ରହ୍ମପୁର ରେ ଏଭଳି ପଦକ୍ଷେପ ନେଇଥିବା ବ୍ୟକ୍ତିବିଶେଷ ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା...Body:walk though
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ..
ଭିଜୁଆଲ ମୋଜୋ ରେ ଯାଇଛି ...
Conclusion:
Last Updated : Oct 27, 2019, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.