ETV Bharat / city

ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ - ବିପୁଳ ପରିମାଣର ନକଲି ମଦ ଜବତ

ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଗୋଟିଏ ଅଟୋକୁ ଜବତ କରାଯାଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ
ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ
author img

By

Published : Feb 26, 2022, 6:50 PM IST

ବ୍ରହ୍ମପୁର : ଗଞ୍ଜାମରେ ଭୋଟଗଣତି ସମୟରେ ବିକ୍ରି ପାଇଁ ଯାଉଥିବା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ବ୍ରହ୍ମପୁର ଉପକଣ୍ଠ ମହୁରୀ କାଳୁଆ ଅଞ୍ଚଳରୁ ଦିଗପହଣ୍ଡିକୁ ଚୋରା ମଦ ବିକ୍ରି ପାଇଁ ଯାଉଥିବା ସମୟରେ ଅବକାରୀ ବିଭାଗ ରେଡ କରିଥିଲା । ବିପୁଳ ପରିମାଣର ଗୋଟିଏ ଅଟୋକୁ ଜବତ କରାଯାଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ

ପଞ୍ଚାୟତ ନିର୍ବାଚନ ସମୟରେ ଏବଂ ପରବର୍ତ୍ତୀ ସମୟରେ ଚୋରା ମଦ ଠାରୁ ଆରମ୍ଭ କରି ମାଦକ ଦ୍ରବ୍ଯ କାରବାର ରୋକ ଲଗାଇବା ପାଇଁ ଅବକାରୀ ଅଧିକ୍ଷକଙ୍କ କଡା ନିର୍ଦ୍ଦେଶ ରହିଛି । ଭୋଟ ଗଣନାର ପ୍ରଥମ ଦିନରେ ବ୍ରହ୍ମପୁର ଅବକାରୀ ବିଭାଗର ସଦର ଟିମ ଏବଂ ମୋବାଇଲ ଟିମ ମିଳିତ ଭାବରେ ଚଢାଉ କରି ମଦ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି । ଏନେଇ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ, ଅବକାରୀ ଟିମଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.