ETV Bharat / city

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ, 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

author img

By

Published : Dec 12, 2019, 3:56 AM IST

ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ । ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ସ୍ଥାନୀୟ ପାଟପୁର ଥାନା ଅନ୍ତର୍ଗତ ଖପରାପଡା ଗାଁର ପ୍ରାୟ 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରିଛି ।

raid by police and excise dept, ganja tree destructed in berhampur, berhampur latest news, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁରରେ ଗଞ୍ଜେଇ ଗଛ ନଷ୍ଟ, ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ
10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

ବ୍ରହ୍ମପୁର: ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ । ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ସ୍ଥାନୀୟ ପାଟପୁର ଥାନା ଅନ୍ତର୍ଗତ ଖପରାପଡା ଗାଁର ପ୍ରାୟ 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରିଛି । ଏଥିସହିତ ଆଖପାଖ ଅଞ୍ଚଳରେ ଅନ୍ୟ ସରକାରୀ ଜମିରେ ହେଉଥିବା ଚାଷକୁ ମଧ୍ୟ ଖୁବଶୀଘ୍ର ନଷ୍ଟ କରିବା ପାଇଁ ସୂଚନା ଦେଇଛି ପୋଲିସ ଓ ଅବକାରୀ ବିଭାଗ ।

10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

ସୂଚନା ମୁତାବକ ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଦିଗପହଣ୍ଡି ତହସିଲଦାର ଆଦିତ୍ୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ । ଚଢାଉରେ ପାହାଡରେ ଥିବା ପ୍ରାୟ 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ଆଗକୁ ଅନ୍ୟ ସ୍ଥାନରେ ମଧ୍ୟ ଗଛ ସବୁ ନଷ୍ଟ କରାଯିବା ପାଇଁ ସୂଚନା ଦେଇଛନ୍ତି ।

ଏହି ଚଢାଉରେ ଗଞ୍ଜାମ ଅତିରିକ୍ତ ଏସପି କେ ଚୌଧୁରୀ, ଅବକାରୀ ବିଭାଗର ଅଜିତ କୁମାର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖପରାବାଡ଼ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇ ୧୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାଯାଇଛି । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଖବରପାଇ ଦିଗପହଣ୍ଡି ତହସିଲଦାର ଆଦିତ୍ୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଓ ଅବକାରୀ ବିଭାଗର ଏହି ମିଳିତ ଚଢାଉ ହୋଇଥିଲା । ଗଞ୍ଜେଇ ଚାଷ ଏବଂ ସରକାରୀ ଜମିରେ ଏହା ଚାଷ କରୁଥିବା ଅପରାଧ ଗୁପ୍ତ ସୂତ୍ରରୁ ଖବର ପାଇ ନଷ୍ଟ କରାଯାଉଥିବା ବେଳେ ଏହି ପାହାଡ଼ର ଯେଉଁ ସ୍ଥାନରେ ଗଞ୍ଜେଇ ଗଛ ରହିଥିବ ତାହାକୁ କାଟି ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ଚଢାଉରେ ଗଞ୍ଜାମ ଅତିରିକ୍ତ ଏସ୍.ପି ପି.କେ ଚୌଧୁରୀ , ଅବକାରୀ ବିଭାଗର ଅଜିତ କୁମାର ମହାପାତ୍ର ଙ୍କ ସମେତ ବହୁବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.