ETV Bharat / city

BeMC Result: ମେୟର ସମେତ ୩୦ ୱାର୍ଡ ହାତେଇଲା BJD

author img

By

Published : Mar 26, 2022, 7:33 PM IST

ପ୍ରକାଶ ପାଇଛି ପୌର ନିର୍ବାଚନ । ବ୍ରହ୍ମପୁର ମହାନଗର ନିଗମରେ ଜାଣନ୍ତୁ କେଉଁ ୱାର୍ଡରୁ କିଏ ହୋଇଛି ବିଜୟୀ । ଅଧିକ ପଢନ୍ତୁ

BeMC Result: ମେୟର ସମେତ ୩୦ ୱାର୍ଡ ହାତେଇଲା BJD
BeMC Result: ମେୟର ସମେତ ୩୦ ୱାର୍ଡ ହାତେଇଲା BJD

ବ୍ରହ୍ମପୁର: ପ୍ରକାଶ ପାଇଛି ପୌର ନିର୍ବାଚନ । ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ବିଜୟିନୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ । ଏହାସହ ବିଜେଡ଼ି ୩୦ ୱାର୍ଡ ଦଖଲ କରିଥିବା ବେଳେ ବିଜେପି ୭ଟି ଓ କଂଗ୍ରେସ ମାତ୍ର ଗୋଟିଏ ୱାର୍ଡ ଦଖଲ କରିଛି । ୧ ନମ୍ବର ୱାର୍ଡରୁ ବିଜେଡ଼ି ଦଳୀୟ ପ୍ରାର୍ଥିନୀ ଏମ. ମିନାକ୍ଷୀ ୨୫୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ବିଜେଡ଼ି ଦଳୀୟ ପ୍ରାର୍ଥୀ ଏନ୍. ଆପ୍ପା ରାଓ ୩୨୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ନିମ୍ନରେ ଜାଣନ୍ତୁ କେଉଁ ୱାର୍ଡରୁ କିଏ ହୋଇଛନ୍ତି ବିଜୟୀ:-

  • ୩ ନମ୍ବର ୱାର୍ଡରୁ ବିଜେପି ଦଳୀୟ ପ୍ରାର୍ଥିନୀ ସବିତା ସାହୁ ୩୪୦ ଭୋଟ ବ୍ୟବଧାନରେ ବିଜୟୀ
  • ୪ ନଂ ୱାର୍ଡରେ ସ୍ବାଧୀନ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଶୁକ୍ଳ ୧୦୮୭ ଗୋଟି ଭୋଟ ବ୍ୟବଧାନରେ ବିଜୟୀ
  • ୫ ନଂ ୱାର୍ଡରୁ ବିଜେଡ଼ି ଦଳୀୟ ପ୍ରାର୍ଥିନୀ ପଦ୍ମିନୀ ମିଶ୍ର ୯୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୬ ନଂ ୱାର୍ଡରୁ ବିଜେଡ଼ି ଦଳୀୟ ପ୍ରାର୍ଥିନୀ ଶ୍ବେତରେଖା ତ୍ରିପାଠୀ ୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୭ ନଂ ୱାର୍ଡରୁ ବିଜେଡ଼ି ଦଳୀୟ ପ୍ରାର୍ଥୀ ଟି.କିଶୋର କୁମାର ପାତ୍ର ୧୪୭୯ ଗୋଟି ଭୋଟ ବ୍ୟବଧାନରେ ବିଜୟୀ
  • ୮ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ଜାମୁଲା ଶ୍ରୀନୁ ୫୭୮ ଭୋଟ ବ୍ୟବଧାନରେ ବିଜୟୀ
  • ୯ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ସନ୍ତୋଷ ସେଠି ୧୧୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୦ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀନୀ ବିଷ୍ଣୁ ପ୍ରିୟା ସାହୁ ୭୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୧ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ଚିତ୍ରସେନ ମହାପାତ୍ର ୯୮୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୨ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି ୧୨୬୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୩ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ବବି ନାୟକ ୧୩୭୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୪ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀନୀ ଗୀତାରାଣୀ ପଣ୍ଡା ୨୦୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୫ ନଂ ୱାର୍ଡରେ ପୂର୍ବରୁ ବିଜେଡି ଦଳୀୟ ପ୍ରାର୍ଥୀନୀ ଆର୍.ପାବନୀ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟୀ
  • ୧୬ ନଂ ୱାର୍ଡରୁ କଂଗ୍ରେସ ଦଳୀୟ ପ୍ରାର୍ଥୀନୀ ରଶ୍ମିତା ପ୍ରଧାନ ୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୭ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ଦୁର୍ଗା କୁମାର ନାୟକ ୩୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୮ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ଅଶ୍ୱିନୀ ପଟ୍ଟନାୟକ ମାତ୍ର ୨୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୧୯ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ କାଦମ୍ବରୀ ଦାସ ୬୭୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୦ ନଂ ୱାର୍ଡରୁ ବିଜେପି ଦଳୀୟ ପ୍ରାର୍ଥୀ ରଂଞ୍ଜିତା ବେହେରା ୩୫୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୧ ନଂ ୱାର୍ଡରୁ ବିଜେପି ଦଳୀୟ ପ୍ରାର୍ଥୀ ଡ଼ି କରୁଣା କର ୪୮୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୨ ନଂ ୱାର୍ଡ ମଧ୍ୟ ବିଜେପି ଦଳୀୟ ପ୍ରାର୍ଥୀ ପ୍ରଦୀପ କୁମାର ଶତପଥୀ ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୩ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀନୀ ଆରତୀ ତନ୍ତି ମାତ୍ର ୫୩୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୪ ନଂ ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ପ୍ରଶାନ୍ତ ପଟ୍ଟନାୟକ ୧୦୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୫ ନଂ ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ନରସିଂହ ସେଠି ୮୨୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୬ ନଂ ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଧୀରେଶ ସାବତ ୧୪୬୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୭ ନଂ ୱାର୍ଡରୁ ବିଜେପି ପ୍ରାର୍ଥୀ ନୀଳକଣ୍ଠ ସାହୁ ୭୦୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୮ ନଂ ୱାର୍ଡରୁ ବିଜେଡ଼ି ଦଳର ପ୍ରାର୍ଥୀନୀ ପାର୍ବତୀ ପ୍ରଧାନ ୭୫୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୨୯ ନଂ ୱାର୍ଡରୁ ବିଜେଡ଼ି ଦଳର ପ୍ରାର୍ଥୀ ସଞ୍ଜିତ ପାଣିଗ୍ରାହୀ ୯୩୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୦ ନଂ ୱାର୍ଡରୁ ବିଜେଡ଼ି ଦଳର ପ୍ରାର୍ଥୀନୀ ମମତା ପାତ୍ର ୪୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୧ ନଂ ୱାର୍ଡରୁ ବିଜେଡ଼ି ଦଳର ପ୍ରାର୍ଥୀନୀ ସୁନିତା ପଟ୍ଟନାୟକ ୪୬୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୨ ନଂ ୱାର୍ଡରୁ ବିଜେଡ଼ି ଦଳର ପ୍ରାର୍ଥୀ ସୁରେନ୍ଦ୍ର ମହାରଣା ପୂର୍ବରୁ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟୀ
  • ୩୩ ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀନୀ ବି. ପୁଷ୍ପାବତୀ ୧୦୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୪ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ଟି.ତିରିପତି ପାତ୍ର ୧୫୭୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୫ ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ସମୀର କୁମାର ମିଶ୍ର ଅପ୍ରତିଦ୍ବନ୍ଦୀ ଭାବରେ ବିଜୟୀ
  • ୩୬ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀନୀ ସୋନାଲି ଗନ୍ତାୟତ ୪୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୭ ନଂ ୱାର୍ଡରୁ ବିଜେପି ଦଳୀୟ ପ୍ରାର୍ଥୀନୀ ବନିତା ସାହୁ ୬୪୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୮ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀନୀ ସ୍ୱର୍ଣ୍ଣଲତା ସାବତ ୩୮୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୩୯ ନଂ ୱାର୍ଡରୁ ବିଜେପି ଦଳୀୟ ପ୍ରାର୍ଥୀନୀ ସାବିତ୍ରୀ ନାୟକ ୫୦୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୪୦ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ଭାଗିରଥି ମହାରଣା ୧୭୮୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୪୧ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ମଳୟ ବିଷୋୟୀ ୮୨୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ
  • ୪୨ ନଂ ୱାର୍ଡରୁ ବିଜେଡି ଦଳୀୟ ପ୍ରାର୍ଥୀ ବିବେକ ରେଡି ୨୩୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.