ETV Bharat / city

BeMC Election: BJD ଚାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅଭିଯୋଗରେ ବିଜେପିର ଧାରଣା

author img

By

Published : Mar 14, 2022, 9:30 PM IST

ବାଣପୁରରେ ଚିଲିକା ବିଧାୟକଙ୍କ କାର୍ଯ୍ୟକୁ ନିନ୍ଦା କରି ଧାରଣା ଦେଲା ବିଜେପି । ତା ସହିତ ଶାସକ ଦଳ ବିଜେଡି ପ୍ରାର୍ଥୀଙ୍କୁ ଚାପ ପକାଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି କର୍ମୀ ଓ ନେତା । ଅଧିକ ପଢ଼ନ୍ତୁ

BeMC Election:ବିଜେଡି ଚାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅଭିଯୋଗରେ ବିଜେପିର ଧାରଣା

ବ୍ରହ୍ମପୁର: ବାଣପୁରରେ ଚିଲିକା ବିଧାୟକଙ୍କ କାର୍ଯ୍ୟକୁ ନିନ୍ଦା କରି ଧାରଣା ଦେଲା ବିଜେପି । ତା ସହିତ ଶାସକ ଦଳ ବିଜେଡି ପ୍ରାର୍ଥୀଙ୍କୁ ଚାପ ପକାଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି କର୍ମୀ ଓ ନେତା । ଏହାକୁ ନେଇ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ରୋକିବା ପାଇଁ ବିଏମସି ନିର୍ବାଚନ ଅଧିକାରୀ ତଥା ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନେତାମାନେ ପହରା ଦେଇଥିଲେ ।

ଚିଲିକା ବିଧାୟକଙ୍କ ନୃଶଂସ କାଣ୍ଡ ପ୍ରତିବାଦରେ ବିଜେପିର କର୍ମକର୍ତ୍ତାମାନେ କଳା ବ୍ୟାଚ୍‌ ପରିଧାନ କରିଥିଲେ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ । ଏଥିରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି, ସରୋଜ ସାବତ, ଉତ୍ତମ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.