ବ୍ରହ୍ମପୁର: ଆସିଯାଇଛି ଜନାଦେଶ। ବିଶ୍ବର ସର୍ବ ବୃହତ ଗଣତନ୍ତ୍ର ଦେଶରେ ଭୋଟର ନିଜର ବହୁମତ ଭୋଟ ଦେଇ ନିଜ ପ୍ରତିନିଧିକୁ ବାଛିଛନ୍ତି । ମେ 23ରେ ସାଧାରଣ ନିର୍ବାଚନର ଗଣତି ସରିଥିବାବେଳେ ବିଜେଡି 112 ଟି ବିଧାନସଭା ଆସନ ଅକ୍ତିଆର କରିଛି। ସେଥିରୁ ବ୍ରହ୍ମପୁର ବିଧାନସଭା ଆସନରୁ ବିଜୟ ହୋଇଛନ୍ତି ବିଜେଡିର ବିକ୍ରମ ପଣ୍ଡା।
ତାଙ୍କ ବିଜୟ ପରେ କିଭଳି ରହିଛି ତାଙ୍କ ପ୍ରତିକ୍ରିୟା ଏବଂ ଆଗାମୀ ଦିନରେ ବ୍ରହ୍ମପୁର ପାଇଁ କଣ ରହିବ ପ୍ରାଥମିକ ଗୁରୁତ୍ବ । ସେ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।