ETV Bharat / city

ଦଣ୍ଡନୃତ୍ୟ-ଦୋଳଯାତ୍ରା ପାଇଁ ଗାଇଡଲାଇନ ଜାରି କଲେ ବ୍ରହ୍ମପୁର ଉପଜିଲ୍ଲାପାଳ - Berhampur sub-district magistrate

ଦଣ୍ଡନୃତ୍ୟ ଓ ଦୋଳଯାତ୍ରା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ଏହି ଗାଇଡଲାଇନ ଜାରି କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତିଭାଶନ ।

ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତିଭାଶନ
ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତିଭାଶନ
author img

By

Published : Mar 19, 2021, 9:34 AM IST

ବ୍ରହ୍ମପୁର: କୋରୋନା ମହାମାରୀର ଦ୍ବିତୀୟ ଲହରୀ ସଂକ୍ରମଣ ଦେଖି ଭିଡ ଗହଳି ଏଡାଇବାକୁ ଜାରି ହୋଇଛି ଗାଇଡଲାଇନ। ଦଣ୍ଡନୃତ୍ୟ ଓ ଦୋଳଯାତ୍ରା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ଏହି ଗାଇଡଲାଇନ ଜାରି କରିଛନ୍ତି ।

ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତିଭାଶନ

ଚୈତ୍ର ମାସରେ ଆୟୋଜିତ ହେବ ଗଞ୍ଜାମର ପ୍ରସିଦ୍ଧ ପାରମ୍ପାରିକ ଦଣ୍ଡନୃତ୍ୟ । ଏହାସହ ଆଉ କିଛିଦିନ ମଧ୍ୟରେ ମଧ୍ୟ ଆୟୋଜିତ ହେବ ଦୋଳଯାତ୍ରା । ତେବେ ଏହାକୁ କୋଭିଡ ଗାଇଡଲାଇନ ମଧ୍ୟରେ ରହି କିପରି ଏହାକୁ ପରିଚାଳନା କରାଯିବ, ତାହାକୁ ନେଇ ଏସଓପି ଜାରି କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତିଭାଶନ ।

ଦଣ୍ଡନୃତ୍ୟର ମାନସିକଧାରୀ ଦଣ୍ଡୁଆମାନେ ମାସ୍କ ପିନ୍ଧିବା ସହ କୋଭିଡ ଗାଇଡଲାଇନକୁ ପାଳନ କରିବେ, ସାଧାରଣ ଜନତାଙ୍କ ଅନ୍ନପ୍ରସାଦ ବ୍ୟବସ୍ଥା ନକରିବା ଭଳି ବିଭିନ୍ନ ବିଷୟକୁ ଗୁରୁତ୍ବ ଦେବାକୁ କହିଛନ୍ତି ବ୍ରହ୍ମପୁରର ଉପଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.