ETV Bharat / city

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୁଧବାର ସକାଳେ ମୟୂରଭଞ୍ଜ ଜିଲ୍ଲା  ଉଦଳା ଥାନା ଅଧିନସ୍ଥ  ଅଣ୍ଡିଆମୁଣ୍ଡ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର କରାଯାଇଛି ।

author img

By

Published : Aug 29, 2019, 4:55 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନସ୍ଥ ଅଣ୍ଡିଆମୁଣ୍ଡ ଗ୍ରାମରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁଯାୟୀ, ବୁଧବାର ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ସେଠାରେ ଥିବା ଏକ ଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ କୁଣ୍ଡାବାଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ ।

ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:କେନାଲ ନିକଟ ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଵାର କରିଛି ଉଦଳା ପୋଲିସ୍‌ । ଉଦଳା ଥାନା ଅଧ୍‌ନ ଅଣ୍ଡିଆମୁଣ୍ଡ ଗ୍ରାମରୁ ଏହି ମୃତଦେହ ଉଦ୍ଧାର ହୋଇଛି ।
Body: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ଅଣ୍ଡିଆମୁଣ୍ତ ଗ୍ରାମ କେନାଲ ନିକଟ ଏକ ଗଛରୂ ଜଣେ ବ୍ୟକ୍ତଙ୍କ ଝୁୂଲନ୍ତ୍ରା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସ୍ହାନୀୟ ଲୋକେ ବିଲକୂ ଯାଇଥ୍‌ବା ବେଳେ ବିଲ ନିକଟରେ ଥୁବା ଏକ ଗଛରେ ଜଣେ ବ୍ୟକ୍ତଙ୍କ ଝୁଲନ୍ତା ମୃତଦେହ ଦେଖୁବାକୁ ପାଇ ଥୁଲେ । ପରେ ଏ ନେଇ ପୋଲିସ୍‌କ୍‌ ଖବର ଦେବା ପରେ କୃଣ୍ଡାବାଇ ଫାଣ୍ଚି
ଅଧୂକାରୀ ଘଟଣାସ୍ଥଳରେ ପହଂଚି ଝୁଲନା ମୃତଦେହକୂ ଠାବ କରିଥୁଲେ | ମୃତକ ଜଣକ କିଏ ଏବଂ ତାଙ୍କ ଘର କେଉଁଠି ତାହା ଜଣାପଡିନାହିଁ । ଅନ୍ୟପଟେ ତାଙ୍କ ମୃତ୍ୟୁର କାରଣ ଏବେ ବି ଅସ୍ତଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.