ETV Bharat / city

ମାରପିଟର ଭିଡିଓ ଭାଇରାଲ: ଥାନାରେ ଏତଲା, ପୋଲିସର ତଦନ୍ତ ଜାରି - video of the beating goes viral

ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ଏକ ମାରପିଟ ଭିଡିଓ ଭାଓରାଲ ହୋଇଛି । ଏହି ଭିଡିଓଟି ଖଇରା ଥାନା ରୁଢିଙ୍ଗିଆ ଗ୍ରାମର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

video of the beating goes viral in balasore
ମାରପିଟର ଭିଡିଓ ଭାଇରାଲ
author img

By

Published : Mar 9, 2020, 12:19 PM IST

ବାଲେଶ୍ଵର: ଖଇରା ଥାନା ଅଞ୍ଚଳର ଏକ ମାରପିଟ ଭିଡିଓ ଭାଓରାଲ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଖଇରା ଥାନା ରୁଢିଙ୍ଗିଆ ଗ୍ରାମର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଙ୍ଗନବାଡି କର୍ମୀ ମିନତୀ ନାୟକ ଓ ତାଙ୍କ ସ୍ବାମୀ ଅଶୋକ ସେହି ଗ୍ରାମର କୈଳାସ ବରାଳଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି ।

ମାରପିଟର ଭିଡିଓ ଭାଇରାଲ

କୈଳାସଙ୍କୁ ଆକ୍ରମଣ କରୁଥିବା ଦେଖି ତାଙ୍କ ଝିଅ ଉଦ୍ଧାର କରିବା ପାଇଁ ଯାଇଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ କୈଳାସ ଖଇରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.