ETV Bharat / city

ଭାଲୁ ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର

author img

By

Published : Sep 27, 2021, 4:47 PM IST

ନୀଳଗିରି ଗୋପୀନାଥପୁର ଗାଁରେ ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଭାଲୁ ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର
ଭାଲୁ ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର

ବାଲେଶ୍ଵର: ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନୀଳଗିରି ଗୋପୀନାଥପୁର ଗାଁରେ ଭାଲୁ ଆତଙ୍କ ଯୋଗୁଁ ୨ ବୃଦ୍ଧ ଗୁରୁତର ହୋଇଛନ୍ତି ।ଏନେଇ ଗୁରୁତର ଦୁଇ ବୃଦ୍ଧଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭାଲୁ ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର

ତେବେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ବୃଦ୍ଧ ଦ୍ବୟ ହେଇଛନ୍ତି ଗୋପୀନାଥପୁର ଗାଁର ମୁକୁନ୍ଦ ରାଉତ ଓ ଚଣ୍ଡୀପୁର ଅଞ୍ଚଳର ପ୍ରଭାକର ମହାନ୍ତି । ସେପଟେ ଭାଲୁଟି ବର୍ତ୍ତମାନ ସୁଦ୍ଧା ଗାଁରୁ ବାହାରି ପାରିନଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଆବସ୍ଥାରେ ଅଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.