ETV Bharat / city

ଆମ୍ବୁଲାନ୍ସ ନ ଆସିବାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ - student dies

ବାଲେଶ୍ବର ନରଣପୁର ଗ୍ରାମର ଜଣେ ଛାତ୍ରୀ ଆମ୍ବୁଲାନ୍ସ ସୁବିଧାରୁ ବଞ୍ଚିତ ହୋଇ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..

ଆମ୍ବୁଲାନ୍ସ ନଆସିବାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ
ଆମ୍ବୁଲାନ୍ସ ନଆସିବାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ
author img

By

Published : Dec 7, 2019, 2:59 PM IST

ବାଲେଶ୍ବର: ଜିଲ୍ଲା ସିମୁଳିଆ ଥାନା କ୍ଷୀରକୋଣା ପଞ୍ଚାୟତ ନରଣପୁର ଗ୍ରାମର ଜଣେ ଛାତ୍ରୀ ଆମ୍ବୁଲାନ୍ସ ସୁବିଧାରୁ ବଞ୍ଚିତ ହୋଇ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ରମେଶ ମଲ୍ଲିକଙ୍କ ଝିଅ ଲତାଙ୍କର ଶନିବାର ରାତିରେ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ କ୍ଷୀରକୋଣା ଓ ପରେ ସିମୁଳିଆ ମେଡିକାଲକୁ ଆଣିଥିଲେ । ସିମୁଳିଆ ମେଡିକାଲରେ ଲତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଭଦ୍ରକ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଲତାଙ୍କୁ ଭଦ୍ରକ ନେବାପାଇଁ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।

ଆମ୍ବୁଲାନ୍ସ ନଆସିବାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ

ତେବେ ସଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଲତା ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜନୀତି ଗରମ ହୋଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କ୍ଷୀରକୋଣା ପଞ୍ଚାୟତ ନରଣପୁର ଗ୍ରାମର ଜଣେ ଛାତ୍ରୀ ଆମ୍ବୁଲାନ୍ସ ସୁବିଧାରୁ ବଞ୍ଚିତ ହୋଇ ଶ୍ୱାସରୁଦ୍ଧରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ରମେଶ ମଲ୍ଲିକ ଝିଅ ଲତାଙ୍କର ଗତକାଲି ରାତିରେ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ଖୀରକୋଣା ଓ ପରେ ସିମୁଳିଆ ମେଡିକାଲକୁ ଆଣିଥିଲେ। ସିମୁଳିଆ ମେଡିକାଲରେ ଲତାର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଭଦ୍ରକ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଲତାଙ୍କୁ ଭଦ୍ରକ ନେବାପାଇଁ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ନ ଆସିବାରୁ ଲତା ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜନୀତି ଗରମ ହୋଇଥିବା ଦେଖିବାକୁ ମିଳିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.