ETV Bharat / city

ଅବ୍ୟବସ୍ଥାରେ ସରକାରୀ ହସ୍ପିଟାଲ, ବିଦ୍ୟୁତ କାଟ ପାଇଁ ଫେରିଲେ ରୋଗୀ - ବିଦ୍ୟୁତ କାଟ ଯୋଗୁଁ ଫେରିଲେ ରୋଗୀ

ବାଲେଶ୍ବର ଫକୀର ମୋହନ ହସ୍ପିଟାଲରେ ରୋଗୀ ଅସନ୍ତୋଷ । ଓପିଡି ବିଭାଗରେ ବିଦ୍ୟୁତ କାଟକୁ ନେଇ ବିନା ପରୀକ୍ଷାରେ ଫେରିଲେ ରୋଗୀ ।

ଅବ୍ୟବସ୍ଥାରେ ସରକାରୀ ହସ୍ପିଟାଲ
author img

By

Published : Oct 21, 2019, 12:47 PM IST

ବାଲେଶ୍ବର: ଅବ୍ୟବସ୍ଥା ଘେରରେ ସରକାରୀ ହସ୍ପିଟାଲ । ତେବେ ଶନିବାର ଦିନ ସାରା ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀ । ବାଲେଶ୍ବର ଫକୀର ମୋହନ ହସ୍ପିଟାଲର ପିଡି ଚକ୍ଷୁ ୱାର୍ଡରେ ବିଦ୍ୟୁତ କାଟ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି ରୋଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା

ଦୂରଦୁରାନ୍ତରୁ ଆସିଥିବା ଚକ୍ଷୁ ରୋଗୀ ବିଦ୍ୟୁତ ନଥିବାରୁ ପରୀକ୍ଷା ହୋଇପାରିନଥିଲା । ଯାହାକୁ ନେଇ ବେଶ କିଛି ସମୟ ଓପିଡିରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିବା । ତେବେ ଗତ 3 ଦିନ ଧରି ଏମିତି ବୈଦ୍ୟୁତିକ ସମସ୍ୟା ରହୁଥିବାର ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏଠି, ପ୍ରଶ୍ନ ଉଠୁଛି ‘ମୋ ସରକାର’ ମାଧ୍ୟମରେ ସରକାର ଘନ ଘନ ହସ୍ପିଟାଲ ପରିଦର୍ଶନ କରୁଛନ୍ତି । କିନ୍ତୁ ସୁଧୁରି ପାରୁନି ସରକାରୀ ହସ୍ପିଟାଲର ବାସ୍ତବ ଚିତ୍ର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବିକଳ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି। ରୋଗୀଙ୍କ ପାଇଁ ସୁବିଧା ସୁଯୋଗରେ ବ୍ୟାପକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି।

ଆଜି ଦିନ ସାରା ଓ ପି ଡି ଚକ୍ଷୁ ୱାର୍ଡ ରେ ପାୱାର କଟ କୁ ନେଇ ଚକ୍ଷୁ ରୋଗୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଉପଯୁକ୍ତ ବିଦ୍ୟୁତସେବା ନ ମିଳିବାରୁ ଆଜି ଚକ୍ଷୁ ବିଭାଗରେ ରୋଗୀମାନେ ସେବା ପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା। ଦୂରଦୂରାନ୍ତରୁ ଆସିଥିବା ଚକ୍ଷୁ ରୋଗୀଙ୍କ ବିଦ୍ୟୁତ ନଥିବାରୁ ପରୀକ୍ଷା ହୋଇ ପାରି ନଥିଲା। ଯାହାକୁ ନେଇ ବେଶ କିଛି ସମୟ ଓପିଡ଼ିରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। 3ଦିନ ଧରି ଏମିତି ବୈଦ୍ୟୁତିକ ସମସ୍ୟା ରହୁଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.