ETV Bharat / city

ଶ୍ରାଦ୍ଧ ପାଇଁ କଇଁ ତୋଳିବାକୁ ଯାଇ ବୁଡ଼ିଗଲେ ବୃଦ୍ଧ - old man drowned while picking turtles

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ପୋଖରୀରୁ କଇଁ ଫୁଲ ଆଣିବା ସମୟରେ ବୃଦ୍ଧଙ୍କ ମୃତ୍ୟୁ । ଏହି ଘଟଣାଟି ବାଲେଶ୍ବର ଔପଦା ବ୍ଲକରେ ଘଟିଛି । ଅଧିକ ପଢନ୍ତୁ...

ଶ୍ରାଦ୍ଧ ପାଇଁ କଇଁ ତୋଳିବା ବେଳେ ବୁଡ଼ିଗଲେ ବୃଦ୍ଧ

author img

By

Published : Sep 7, 2020, 3:00 PM IST

ବାଲେଶ୍ବର: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ । ଶ୍ରାଦ୍ଧ ପାଇଁ ପୋଖରୀରୁ ଫୁଲ ତୋଳିବା ସମୟରେ ଗୋଡ ଖସି ଯିବାରୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବଡପୋଖରୀ ଗାଁରେ । ମୃତକ ହେଲେ ହରିହର ରଣା ।

ଶ୍ରାଦ୍ଧ ପାଇଁ କଇଁ ତୋଳିବା ଯାଇ ବୁଡ଼ିଗଲେ ବୃଦ୍ଧ

ସୂଚନାଯୋଗ୍ୟ, ହରିହର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ପାଖ ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ । ଏହି ସମୟରେ ହଠାତ ତାଙ୍କର ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି ପରେ ହରିହରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.