ETV Bharat / city

ବୁଦାମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର - ପଇଡ ବ୍ୟବସାୟୀ

ବୁଦାମୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ବାଲେଶ୍ବର ଅଙ୍ଗରଗଡ଼ିଆର ହରେକୃଷ୍ଣ ଜେନା । ମେଡିକାଲ ଯିବାକୁ କହି ନିଖୋଜ ଥିଲେ ହରେକୃଷ୍ଣ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Mar 28, 2019, 8:53 PM IST

ବାଲେଶ୍ୱର: ବୁଦାମୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବାଲେଶ୍ୱର ସଦର ଥାନା ପୋଲିସ । ମୃତକ ଜଣକ ହେଉଛନ୍ତି ଅଙ୍ଗରଗଡ଼ିଆର ହରେକୃଷ୍ଣ ଜେନା । ସେ ବୃତ୍ତିରେ ଜଣେ ପଇଡ ବ୍ୟବସାୟୀ ।ସୂଚନାନୁସାରେ, ଗତ 16 ତାରିଖରେ ହରେକୃଷ୍ଣ ମେଡିକାଲ ଯିବାକୁ କହି ଘରୁ ବାହାରିଥିଲେ । ମାତ୍ର ସେହିଦିନ ଠାରୁ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଅନେକ ଖୋଜାଖୋଜି ପରେ ତାଙ୍କୁ ନପାଇବାରୁ ନିରାଶ ହୋଇ ଶିଳ୍ପାଞ୍ଚଳ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ତେବେ ଗୁରୁବାର ସକାଳେ ମଡର୍ଣ୍ଣ ଇଞ୍ଜିନିୟରିଂ କଲେଜ ସମ୍ମୁଖ ଜାତୀୟ ରାଜପଥର ବିପରୀତରେ ଥିବା ବିଲକୁ ଜଣେ ବ୍ୟକ୍ତି ଯାଇଥିଲେ । ମାତ୍ର ବିଲରେ ଥିବା ଏକ ବୁଦାମୂଳରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଠାକୁ ଦେଖିବାକୁ ଯାଇଥିଲେ । ସେଠାରେ ମୃତଦେହ ପଡିଥିବା ଦେଖି ସେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

all party candidate file their nomination from kandhamal district.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.