ETV Bharat / city

ଗ୍ରୀନରେ ଚିଟଫଣ୍ଡ ସ୍କାମ: 2 ଭାଇଙ୍କୁ ଗିରଫ କଲା ସିବିଆଇ

author img

By

Published : Jul 15, 2021, 3:00 PM IST

Updated : Jul 15, 2021, 4:04 PM IST

ବାଲେଶ୍ବର ଜିଲ୍ଲା ଗ୍ରୀନରେ ଚିଟଫଣ୍ଡ ସ୍କାମ ଘଟଣାରେ 2 ଭାଇଙ୍କୁ ଗିରଫ କରିଛି ସିବିଆଇ । ଅଧିକ ପଢନ୍ତୁ...

ଗ୍ରୀନରେ ଚିଟଫଣ୍ଡ ସ୍କାମ: 2 ଭାଇଙ୍କୁ ଗିରଫ କଲା ସିବିଆଇ
ଗ୍ରୀନରେ ଚିଟଫଣ୍ଡ ସ୍କାମ: 2 ଭାଇଙ୍କୁ ଗିରଫ କଲା ସିବିଆଇ

ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଅଞ୍ଚଳରେ ଥିବା ଗ୍ରୀନରେ ଚିଟଫଣ୍ଡ ସ୍କାମ ହୋଇଛି । ଏହି ଘଟଣାରେ ସିବିଆଇର ଏକ ୬ ଜଣିଆ ଟିମ ପହଞ୍ଚି ସଂସ୍ଥାର ମୁଖ୍ୟ ପରିଚାଳକଙ୍କ ଦୁଇଭାଇଙ୍କୁ ଗିରଫ କରିଛି ।

ଗିରଫ ଦୁଇ ଭାଇ ହେଉଛନ୍ତି ମିର ଜମିର ଓ ମିର ସୈମତ । ଉଭୟ ପୂର୍ବରୁ 2017 ଫେବୃଆରୀ 4 ତାରିଖରେ ମୁଖ୍ୟ ପରିଚାଳକ ମିର ସହିରୁଦ୍ଦିନଙ୍କୁ କୋଲକାତା ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ସାରା ଦେଶରେ ଗ୍ରୀନରେ ସଂସ୍ଥା 2000 କୋଟି ଟଙ୍କା ଠକେଇ କରିଥିବାବେଳେ ଓଡିଶାରୁ 500 କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 15, 2021, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.