ETV Bharat / city

50 ହଜାର ଟଙ୍କାର ଦେଶୀମଦ ଜବତ, 2 ଗିରଫ - 2 ଗିରଫ

ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ସେମାନେ ବ୍ୟବହାର କରିଥିବା କାର ମଧ୍ୟ ଜବତ କରିଛି ବିଭାଗ। ଅଧିକ ଖବର ପଢନ୍ତୁ...

50 ହଜାର ଟଙ୍କାର ଦେଶୀମଦ ଜବତ, 2 ଗିରଫ
50 ହଜାର ଟଙ୍କାର ଦେଶୀମଦ ଜବତ, 2 ଗିରଫ
author img

By

Published : Jan 13, 2020, 8:58 PM IST

ବାଲେଶ୍ଵର: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ସେମାନେ ବ୍ୟବହାର କରିଥିବା କାର ମଧ୍ୟ ଜବତ କରିଛି ବିଭାଗ। ଖନ୍ତାପଡ଼ା ଅଞ୍ଚଳରେ ମୋବାଇଲ ୟୁନିଟ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ କାରରେ ଚୋରାଦେଶୀ ମଦ ବାଲେଶ୍ବରରୁ ସୋର ଚାଲାଣ ହେଉଥିବା ଖବର ମିଳିଥିଲା ।

50 ହଜାର ଟଙ୍କାର ଦେଶୀମଦ ଜବତ, 2 ଗିରଫ

ଖନ୍ତାପଡ଼ା ଓଭର ବ୍ରିଜ ନିକଟରେ କାରଟିକୁ ଯାଞ୍ଚ କରିବାରୁ ସେଥିରୁ ବିପୁଳ ଦେଶୀମଦ ଦେଖିବାକୁ ମିଳିଥିଲା। ସେଥିରୁ 8 ବସ୍ତା ଦେଶୀମଦ ଜବତ କରିଥିଲା ଅବକାରୀ ମୋବାଇଲ ୟୁନିଟ। ଜବତ ମଦର ଆନୁମାନିକ ମୂଲ୍ୟ 50 ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଦୁଇଜଣ ନକୁଳ କର ଓ ରତିକାନ୍ତ ବେହେରା ବୋଲି ଜଣାପଡିଛି। ଚାଲାଣରେ ବ୍ୟବହୃତ କାର ଜବତ କରିଛି ଅବକାରୀ ମୋବାଇଲ ୟୁନିଟ। ଏହି ଚଢ଼ାଉରେ ମୋବାଇଲ ୟୁନିଟ ଇନ୍ସପେକ୍ଟର ଉଦେଲାଲ ନାୟକ ଓ ତାଙ୍କ ଟିମ ସାମିଲ ହୋଇଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହାସହ ସେମାନେ ବ୍ୟବହାର କରିଥିବା କାର ମଧ୍ୟ ଜବତ କରିଛି ବିଭାଗ।

ଖନ୍ତାପଡ଼ା ଅଞ୍ଚଳରେ ମୋବାଇଲ ୟୁନିଟ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ କାରରେ ଚୋରାଦେଶୀ ମଦ ବାଲେଶ୍ୱରରୁ ସୋର ଚାଲାଣ ହେଉଥିବା ଖବର ମିଳିଥିଲା। ଖନ୍ତାପଡ଼ା ଓଭର ବ୍ରିଜ ପାଖରେ କାରଟିକୁ ଯାଞ୍ଚ କରିବାରୁ ସେଥିରୁ ବିପୁଳ ଦେଶୀମଦ ଦେଖିବାକୁ ମିଳିଥିଲା। ସେଥିରୁ 8 ବସ୍ତା ଦେଶୀମଦ ଜବତ କରିଥିଲା ଅବକାରୀ ମୋବାଇଲ ୟୁନିଟ। ଜବତ ମଦର ଆନୁମାନିକ ମୂଲ୍ୟ 50 ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଦୁଇଜଣ ନକୁଳ କର ଓ ରତିକାନ୍ତ ବେହେରା ବୋଲି ଜଣାପଡିଛି। ଚାଲାଣରେ ବ୍ୟବହୃତ କାର ଜବତ କରିଛି ଅବକାରୀ ମୋବାଇଲ ୟୁନିଟ। ଏହି ଚଢ଼ାଉରେ ମୋବାଇଲ ୟୁନିଟ ଇନିସପେକ୍ଟର ଉଦେଲାଲ ନାୟକ ଓ ତାଙ୍କ ଟିମ ସାମିଲ ହୋଇଥିଲେ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.