ବାଲେଶ୍ବର ସଦର ଆସନରେ ବିଜୟୀ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । ପ୍ରାୟ 89,564 ଭୋଟ ହାତେଇଛନ୍ତି ସ୍ବରୂପ ଦାସ ।
ବାଲେଶ୍ବର ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ - ବାଲେଶ୍ବର ଉପନିର୍ବାଚନ ଫଳାଫଳ
19:30 November 10
ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ
19:08 November 10
ଆଗୁଆ ବିଜେଡି ପ୍ରାର୍ଥୀ
ସରିଲା 25ତମ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ 13,395 ଭୋଟରେ ଆଗୁଆ ଅଛି ବିଜେଡି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 2719 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 1293 ଖଣ୍ଡ ଭୋଟ ମିଳିଛି ।
18:59 November 10
ଆଗୁଆ ବିଜେଡି ପ୍ରାର୍ଥୀ
ସରିଲା 24ତମ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ 381 ଭୋଟରେ ଆଗୁଆ ଅଛି ବିଜେଡି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 3802 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 3421 ଖଣ୍ଡ ଭୋଟ ମିଳିଛି ।
18:31 November 10
ଆଗୁଆ ବିଜେଡି ପ୍ରାର୍ଥୀ
ସରିଲା 23ତମ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ 2927 ଭୋଟରେ ଆଗୁଆ ଅଛି ବିଜେଡି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 4833 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 1906 ଖଣ୍ଡ ଭୋଟ ମିଳିଛି ।
18:14 November 10
ଆଗୁଆ ବିଜେଡି ପ୍ରାର୍ଥା ସ୍ବରୂପ ଦାଶ
ସରିଲା 22ତମ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ 1818 ଭୋଟରେ ଆଗୁଆ ଅଛି ବିଜେଡି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 3737 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 1919 ଖଣ୍ଡ ଭୋଟ ମିଳିଛି ।
17:57 November 10
21ତମ ରାଉଣ୍ଡରେ ଆଗୁଆ ବିଜେପି
ସରିଲା 21ତମ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ 7ଟି ଭୋଟରେ ବିଜେପି ଆଗୁଆ ରହିଛି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 2314 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 2321 ଖଣ୍ଡ ଭୋଟ ମିଳିଛି ।
17:42 November 10
ଆଗୁଆ ବିଜେପି
ସରିଲା 20ତମ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ 514 ଭୋଟରେ ଆଗୁଆ ଅଛି ବିଜେପି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 1672 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 2186 ଖଣ୍ଡ ଭୋଟ ମିଳିଛି ।
17:19 November 10
ବିଜେପି 59 ଭୋଟରେ ଆଗୁଆ
ସରିଲା 19ତମ ଭୋଟ୍ ଗଣିତି । ଏହି ରାଉଣ୍ଡରେ ବିଜେପି 59 ଭୋଟରେ ଆଗୁଆ ରହିଛି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 2133 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 2192 ଖଣ୍ଡ ଭୋଟ ମିଳିଛି ।
17:19 November 10
ବିଜେଡି ଆଗୁଆ
ସରିଲା 18ତମ ଭୋଟ୍ ଗଣତି । ଏହା ରାଉଣ୍ଡରେ ବିଜେଡି 338 ଭୋଟରେ ଆଗୁଆ ରହିଛି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 2379 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 2041 ଖଣ୍ଡ ଭୋଟ ମିଳିଛି ।
17:19 November 10
ବିଜେଡି ଆଗୁଆ
ସରିଲା 17ତମ ଭୋଟ୍ ଗଣତି । ଏହି ରାଉଣ୍ଡରେ ପୁଣି ବିଜେଡି ଆଗୁଆ । 275 ଭୋଟରେ ଆଗୁଆ ରହିଛି ବିଜେଡି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 2912 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 1937 ଖଣ୍ଡ ଭୋଟ ମିଳିଛି ।
16:33 November 10
ଷୋଡଶ ରାଉଣ୍ଡରେ ଆଗୁଆ ବିଜେପି
ସରିଲା ଷୋଡଶ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ ବି 146 ଭୋଟରେ ବିଜେପି ଆଗୁଆ ରହିଛି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 2591 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 2734 ଖଣ୍ଡ ଭୋଟ ମିଳିଛି ।
16:30 November 10
ବିଜେପି ଆଗୁଆ
ସରିଲା ପଞ୍ଚଦଶ ରାଉଣ୍ଡ ଭୋଟ୍ ଗଣତି । ଏହି ରାଉଣ୍ଡରେ 225 ଭୋଟରେ ବିଜେପି ଆଗୁଆ ରହିଛି । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 2454 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 2652 ଖଣ୍ଡ ଭୋଟ ମିଳିଛି ।
16:05 November 10
ପୁଣି ଆଗୁଆ ବିଜେଡି
ସରିଲା ଚତୁର୍ଦ୍ଦଶ ରାଉଣ୍ଡ ଭୋଟ ଗଣନା । ପୁଣି ବିଜେଡି ଆଗୁଆ । ଏହି ରାଉଣ୍ଡରେ ବିଜେଡିକୁ ମିଳିଛି 3102 ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ 2574 ଖଣ୍ଡ ଭୋଟ ମିଳିଛି । ଚତୁର୍ଦ୍ଦଶ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ୍ 50658 ଭୋଟ୍ ମିଳିଛି ।
15:55 November 10
ତ୍ରୟୋଦଶ ରାଉଣ୍ଡରେ ଆଗୁଆ ବିଜେପି
ତ୍ରୟୋଦଶ ରାଉଣ୍ଡରେ ଆଗୁଆ ରହିଛି ବିଜେପି । 360 ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେପି । ଏହି ଗଣତି ଶେଷରେ ବିଜେଡିକୁ ମିଳିଛି 3481 ଭୋଟ, ବିଜେପିକୁ 3841 ଭୋଟ୍ ଓ କଂଗ୍ରେସକୁ ମିଳିଛି 87ଟି ଭୋଟ୍ ।
14:57 November 10
ଦ୍ବାଦଶ ରାଉଣ୍ଡରେ ବି ଆଗେଇଛି ବିଜେଡି
ଦ୍ବାଦଶ ରାଉଣ୍ଡରେ ବି ଆଗେଇଛି ବିଜେଡି । ଦ୍ବାଦଶ ରାଉଣ୍ଡରେ ବିଜେଡିକୁ ମିଳିଛି 3418 ଖଣ୍ଡ ଭୋଟ । ସେହିପରି ବିଜେପିକୁ 2794 ଖଣ୍ଡ ଭୋଟ ମିଳିଛି । ତେବେ ଦ୍ବାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ସମୁଦାୟ 44138 ଖଣ୍ଡ ଭୋଟ ମିଳିଛି ।
14:35 November 10
ଏକାଦଶ ରାଉଣ୍ଡରେ ବି ଆଗୁଆ ବିଜେଡି
ଏକାଦଶ ରାଉଣ୍ଡରେ ଆଗେଇଛି ବିଜେଡି । ଏକାଦଶ ରାଉଣ୍ଡରେ ବିଜେଡିକୁ ମିଳିଛି 3262 ଖଣ୍ଡ ଭୋଟ । ସେହିପରି ବିଜେପିକୁ 3091 ଖଣ୍ଡ ଭୋଟ ମିଳିଛି । ତେବେ ଏକାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ସମୁଦାୟ 40720 ଖଣ୍ଡ ଭୋଟ ମିଳିଛି ।
14:27 November 10
ଦଶମ ରାଉଣ୍ଡରେ ଆଗୁଆ ବିଜେଡି
ଦଶମ ରାଉଣ୍ଡରେ ଆଗେଇଛି ବିଜେଡି । ଦଶମ ରାଉଣ୍ଡରେ ବିଜେଡିକୁ ମିଳିଛି 3872 ଖଣ୍ଡ ଭୋଟ । ସେହିପରି ବିଜେପିକୁ 3128 ଖଣ୍ଡ ଭୋଟ ମିଳିଛି । ତେବେ ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ସମୁଦାୟ 37548 ଖଣ୍ଡ ଭୋଟ ମିଳିଛି ।
13:51 November 10
ନବମ ରାଉଣ୍ଡରେ ବି ଆଗରେ ବିଜେଡି
ନବମ ରାଉଣ୍ଡରେ ଆଗେଇଛି ବିଜେଡି । ନବମ ରାଉଣ୍ଡରେ ବିଜେଡିକୁ ମିଳିଛି 4284 ଖଣ୍ଡ ଭୋଟ । ସେହିପରି ବିଜେପିକୁ 3880 ଖଣ୍ଡ ଭୋଟ ମିଳିଛି । ତେବେ ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ସମୁଦାୟ 33676 ଖଣ୍ଡ ଭୋଟ ମିଳିଛି । ସେପଟେ ବିଜେପିକୁ 29502 ଖଣ୍ଡ ଭୋଟ ମିଳିଛି ।
13:43 November 10
ଆଗରେ ବିଜେଡି
ବାଲେଶ୍ବର ଉପନିର୍ବାଚନର ଅଷ୍ଟମ ରାଉଣ୍ଡ ଗଣତି ଶେଷ । ପୁଣି ଆଗେଇଲା ବିଜେଡି । ଅଷ୍ଟମ ରାଉଣ୍ଡରେ ବିଜେଡିକୁ 4280 ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ 2929 ଖଣ୍ଡ ଭୋଟ ମିଳିଛି । ଫଳରେ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ସମୁଦାୟ 29392 ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ 25622 ଖଣ୍ଡ ଭୋଟ ମିଳିଛି ।
12:54 November 10
ଷଷ୍ଠ ରାଉଣ୍ଡରେ ପଛେଇଲା ବିଜେଡି
ଷଷ୍ଠ ରାଉଣ୍ଡରେ ପଛେଇଲା ବିଜେଡି । ଆଗେଇଲା ବିଜେପି । ଷଷ୍ଠ ରାଉଣ୍ଡରେ ବିଜେଡିକୁ 3022 ଭୋଟ ମିଳିଥିବାବେଳେ ବିଜେପିକୁ 3716 ଭୋଟ ମିଳିଛି । ସେପଟେ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା 21969ଖଣ୍ଡ ଭୋଟ ପାଇଛି ବିଜେଡି । ସେପଟେ ବିଜେପିକୁ 19457 ଖଣ୍ଡ ଭୋଟ ମିଳିଛି ।
12:26 November 10
ପଞ୍ଚମ ରାଉଣ୍ଡ ଶେଷରେ ଆଗେଇଛି ବିଜେଡି
ପଞ୍ଚମ ରାଉଣ୍ଡ ଶେଷରେ ଆଗେଇଛି ବିଜେଡି । ବିଜେଡିକୁ 18947 ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେପିକୁ 15741 ଖଣ୍ଡ ଭୋଟ ମିଳିଛି ।
11:21 November 10
ତୃତୀୟ ରାଉଣ୍ଡରେ ବିଜେଡି ଆଗରେ
ତୃତୀୟ ରାଉଣ୍ଡରେ ବିଜେଡିକୁ 3215 ଭୋଟ । ସେହିପରି ବିଜେପିକୁ 2899 ଖଣ୍ଡ ଭୋଟ ମିଳିଛି । ଫଳରେ ବିଜେଡି ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା 10343 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି 8973 ଖଣ୍ଡ ଭୋଟ ପାଇଛି । ସେପଟେ ଗୋଟିଏ ଇଭିଏମ ମେସିନ ଖରାପ ଥିବା ସୂଚନା ମିଳିଛି ।
10:20 November 10
ବାଲେଶ୍ବରରେ ବିଜେଡି ଆଗରେ
ଦ୍ବିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବାଲେଶ୍ବରରେ ବିଜେଡି ଆଗରେ । ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ 3669 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ 3230 ଖଣ୍ଡ ଭୋଟ ପାଇଛନ୍ତି ।
09:22 November 10
ବାଲେଶ୍ବରରେ ବିଜେଡି ଆଗରେ
ବାଲେଶ୍ବର : ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବାଲେଶ୍ବରରେ ବିଜେଡି ଆଗରେ । ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ 3459 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ 2844 ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ 523 ଭୋଟ ପାଇଛନ୍ତି । ସେହିପରି ସ୍ବାଧୀନ ପ୍ରାର୍ଥୀ ବେଣୁ ବାରିକ 28 ଖଣ୍ଡ ଭୋଟ ପାଇଛନ୍ତି ।
08:04 November 10
ବାଲେଶ୍ବର ଉପନିର୍ବାଚନ ଲାଗି ଭୋଟ ଗଣତି ଆରମ୍ଭ
ବାଲେଶ୍ବର: ଆଜି ବାଲେଶ୍ବର ସଦର ଉପନିର୍ବାଚନର ଆସିବ ଫଳାଫଳ । ବଢୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ । ସକାଳୁ 8ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟଲ ବାଲାଟ ପରେ ଇଭିଏମ ଗଣତି ହେବ । ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣତି ଆରମ୍ଭ । ସୁରକ୍ଷା ବ୍ୟବସ୍ଥା କଡାକଡି ।