ETV Bharat / city

ମାସ୍କ କିଣା ଦୁର୍ନୀତି ଅଭିଯୋଗରେ ବାଲେଶ୍ବର କଂଗ୍ରେସର ବିକ୍ଷୋଭ

ଗୁରୁବାର ବାଲେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାଲେଶ୍ଵର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

ମାସ୍କ କିଣା ଦୁର୍ନୀତି ଅଭିଯୋଗରେ ବାଲେଶ୍ବର କଂଗ୍ରେସର ବିକ୍ଷୋଭ
ମାସ୍କ କିଣା ଦୁର୍ନୀତି ଅଭିଯୋଗରେ ବାଲେଶ୍ବର କଂଗ୍ରେସର ବିକ୍ଷୋଭ
author img

By

Published : Jun 11, 2020, 5:36 PM IST

ବାଲେଶ୍ଵର: ରାଜ୍ୟରେ ମାସ୍କ କିଣା ଦୁର୍ନୀତିକୁ ନେଇ ଜୋର ଧରିଛି ରାଜନୀତି । ଏହାର ତାତି ଏବେ ରାଜଧାନୀରୁ ବାହାରି ବିଭିନ୍ନ ଜିଲ୍ଲାରେ ପହଞ୍ଚିବାକୁ ଲାଗିଲାଣି । ଗୁରୁବାର ଜିଲ୍ଲା କଂଗ୍ରେସ ପକ୍ଷରୁ ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି ।

ମାସ୍କ କିଣା ଦୁର୍ନୀତି ଅଭିଯୋଗରେ ବାଲେଶ୍ବର କଂଗ୍ରେସର ବିକ୍ଷୋଭ

ରାଜ୍ୟ ସରକାର ମହାମାରୀ ସମୟରେ କୋରୋନା ଯୋଦ୍ଧାଙ୍କ ପାଇଁ ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି କରିଥିବା ଅଭୋଯୋଗ ଆଣିଛି କଂଗ୍ରେସ । ଏପରି ସଙ୍କଟ ବେଳେ ବିଭାଗୀୟ ମନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତର ମଧ୍ୟ ଦାବି ହୋଇଛି । ତେବେ ବାଲେଶ୍ଵର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.