ETV Bharat / city

ଜମିଲା ବାଲେଶ୍ବରରେ ବାଡ଼ି ଖେଳ

ପ୍ରତିବର୍ଷ ପରି ଏଥର ମଧ୍ୟ ବାଲେଶ୍ବରରେ ବାଡ଼ି ଖେଳ ବେଶ ଜମିଥିବା ଦେଖିବାକୁ ମିଳିଛି । ସମୁଦାୟ 25ଟି ଆଖଡା ଦଳ ସହରର ସିନେମା ଛକ ନିକଟରେ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 9, 2019, 2:47 AM IST

ବାଲେଶ୍ବର: ପ୍ରତିବର୍ଷ ପରି ଏଥର ମଧ୍ୟ ଜିଲ୍ଲାରେ ବାଡ଼ି ଖେଳ ବେଶ ଜମିଥିବା ଦେଖିବାକୁ ମିଳିଛି । ବିପୁଳ ଜନ ସମାଗମ ମଧ୍ୟରେ ସହରର ବିଭିନ୍ନ ଆଖଡା ଦଳ ବାଡ଼ି ଖେଳ ମାଧ୍ୟମରେ ବୀରତ୍ବର ପରିପ୍ରକାଶ କରିଥିଲେ ।

ସମୁଦାୟ 25ଟି ଆଖଡା ଦଳ ସହରର ସିନେମା ଛକ ନିକଟରେ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ । ପୂର୍ବରୁ ଇଂରେଜ ମାନଙ୍କୁ ଦେଶରୁ ତଡିବା ପାଇଁ ଡ଼. ହରେକୃଷ୍ଣ ମହତାବ ଏହି ପ୍ରକାର ଅସ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ । ସହରର ବିଭିନ୍ନ ଦିଗରୁ ଆଖଡା ଦଳ ଶୋଭାଯାତ୍ରାରେ ଆସି ସିନେମା ଛକରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଦ୍ୟର ତାଳେ ତାଳେ ବାଡ଼ି ଖେଳ ବେଶ ଚିତାକର୍ଷକ ହୋଇଥିଲା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ବୃଦ୍ଧ ମାନେ ବି ଏହି ବାଡ଼ି ଖେଳରେ ସାମିଲ ହୋଇଥିଲେ । ବିରାଷ୍ଟମୀରେ ଆଖଡା ଦଳ ମାକଲପୁରରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ବିଜୟା ଦଶମୀରେ ବାଡ଼ି ଖେଳିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଭଷାଣୀର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବିଜୟା ଦଶମୀରେ ଜମେ ଜୋରଦାର ବାଡ଼ି ଖେଳର ଆସର ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବାଡ଼ି ଖେଳ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି । ଏଥିପାଇଁ 25 ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ପ୍ରତିବର୍ଷ ପରି ଏଥର ମଧ୍ୟ ବାଲେଶ୍ୱରରେ ବାଡ଼ି ଖେଳ ବେଶ ଜମିଥିବା ଦେଖିବାକୁ ମିଳିଛି। ବିପୁଳ ଜନ ସମାଗମ ମଧ୍ୟରେ ସହରର ବିଭିନ୍ନ ଆଖଡା ଦଳ ବାଡ଼ି ଖେଳ ମାଧ୍ୟମରେ ବୀରତ୍ବର ପରିପ୍ରକାଶ କରିଥିଲେ।

Body:ସମୁଦାୟ 25ଟି ଆଖଡା ଦଳ ସହରର ସିନେମା ଛକ ନିକଟରେ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଇଂରେଜ ମାନଙ୍କୁ ଦେଶରୁ ତଡିବା ପାଇଁ ଡ଼. ହରେକୃଷ୍ଣ ମହତାବ ଏହି ପ୍ରକାର ଅସ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ। ସହରର ବିଭିନ୍ନ ଦିଗରୁ ଆଖଡା ଦଳ ଶୋଭାଯାତ୍ରାରେ ଆସି ସିନେମା ଛକରେ ପହଞ୍ଚିଥିଲେ। ବାଦ୍ୟର ତାଳେ ତାଳେ ବାଡ଼ି ଖେଳ ବେଶ ଚିତାକର୍ଷକ ହୋଇଥିଲା। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିମାନେ ବାଡ଼ି ଖେଳୁଥିବା ଦେଖିବାକୁ ମିଳିଥିଲା। ବିରାଷ୍ଟମୀରେ ଆଖଡା ଦଳ ମାକଲପୁରରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚନା କରି ବିଜୟା ଦଶମୀରେ ବାଡ଼ି ଖେଳିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଭାଷାଣିର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବିଜୟା ଦଶମୀରେ ଜମେ ଜୋରଦାର ବାଡ଼ି ଖେଳର ଆସର।

Conclusion:ଜିଲ୍ଲା ପ୍ରଶାସନ ପକ୍ଷରୁ ବାଡ଼ି ଖେଳ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି। ଏଥିପାଇଁ 25 ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି।
ବାଇଟ1- ପ୍ରତାପ ଚନ୍ଦ୍ର ଷଡଙ୍ଗୀ(କେନ୍ଦ୍ରମନ୍ତ୍ରୀ)
ବାଇଟ2- ବି ଯୁଗଳ କିଶୋର(ବାଲେଶ୍ଵର ଏସପି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.