ETV Bharat / city

କାନଭାସରୁ ବାହାରି ନିଜ ଦେହରେ ହଳଦୀ ବୋଳିଲେ କଳା ଛାତ୍ରଛାତ୍ରୀ - balasore holi news

କୋରୋନା ଲାଗି ଆଜିର ହୋଲି କିଛି ମାତ୍ରାରେ ଫିକା ପଡିଥିବାବେଳେ ଚାରୁ ଓ କାରୁକଳା କଲେଜର ଛାତ୍ରଛାତ୍ରୀ ଏହାକୁ ଧୁମଧାମରେ ପାଳନ କରିଛନ୍ତି । କାନଭାସରୁ ବାହାରି ନିଜ ଦେହରେ ହଳଦୀ ବୋଳି ହୋଲି ମନାଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ..

students celebrated holi in balasore
କାନଭାସରୁ ବାହାରି ନିଜ ଦେହରେ ହଳଦୀ ବୋଲିଲେ କଳା ଛାତ୍ରଛାତ୍ରୀ
author img

By

Published : Mar 10, 2020, 9:44 AM IST

Updated : Mar 10, 2020, 9:55 AM IST

ବାଲେଶ୍ଵର: କୋରୋନା ଲାଗି ଆଜିର ହୋଲି କିଛି ମାତ୍ରାରେ ଫିକା ପଡିଥିବାବେଳେ ଚାରୁ ଓ କାରୁକଳା କଲେଜର ଛାତ୍ରଛାତ୍ରୀ ଏହାକୁ ଧୁମଧାମରେ ପାଳନ କରିଛନ୍ତି । ହୋଲି ପାଇଁ ହଳଦୀ ଗୁଣ୍ଡରେ 3 ରଙ୍ଗ ତିଆରି କରାଯାଇ ପରସ୍ପରକୁ ଲଗାଇଥିବା ଦେଖିବାକୁ ମିଳିଛି। ବର୍ଷ ତମାମ ଛାତ୍ରଛାତ୍ରୀ ମାନେ କାନଭାସରେ ରଙ୍ଗ ବୋଳୁଥିବାବେଳେ ହୋଲିରେ ନିଜ ଦେହରେ ରଙ୍ଗ ବୋଳି ବେଶ୍‌ ଆନନ୍ଦିତ ହୋଇଛନ୍ତି।

ସକାଳ ଠାରୁ କଲେଜ ପରିସରରେ ଫଗୁ ରଙ୍ଗରେ ରଙ୍ଗେଇ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ଛାତ୍ରଛାତ୍ରୀଙ୍କ ସହ ମିଶି ବର୍ଷର ଗୋଟିଏ ଦିନ ରଙ୍ଗର ପର୍ବକୁ ମନଭରି ଉପଭୋଗ କରିଛନ୍ତି। କୋରୋନା ଭାଇରସକୁ ନେଇ ଅନେକ ଆଜି ହୋଲି ଖେଳି ନଥିବା ବେଳେ ହର୍ବାଲ ହୋଲି ଖେଳି ପ୍ରେମର ବାର୍ତ୍ତା ବାଣ୍ଟିଛନ୍ତି ଛାତ୍ରଛାତ୍ରୀ।

କାନଭାସରୁ ବାହାରି ନିଜ ଦେହରେ ହଳଦୀ ବୋଳିଲେ କଳା ଛାତ୍ରଛାତ୍ରୀ

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 10, 2020, 9:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.