ETV Bharat / city

ଏବିଭିପି ପାଳିଲା ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ବାଲେଶ୍ବରରେ ଏବିଭିପି ପକ୍ଷରୁ ଆଜି ଏକ ଘରୋଇ ହୋଟେଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି । ଅଧିକ ପଢନ୍ତୁ....

ABVP celebrate netaji birthannivarsary
ଏବିଭିପି ପାଳିଲା ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ
author img

By

Published : Jan 23, 2020, 2:37 PM IST

ବାଲେଶ୍ଵର: ଜିଲ୍ଲା ଏବିଭିପି ପକ୍ଷରୁ ଆଜି ଏକ ଘରୋଇ ହୋଟେଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି । ଜୟନ୍ତୀ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଏକ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଥିଲା।

ଏବିଭିପି ପାଳିଲା ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କଲେଜରୁ ସହସ୍ରାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହାସହ ବାଲେଶ୍ଵର ଏବିଭିପି ବିଭାଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନେ ଦେଶ ସୁରକ୍ଷା ଓ ବିକାଶ ପାଇଁ ଆଜିଠୁ ଯତ୍ନବାନ ହେବାପାଇଁ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ ଦିଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ଏବିଭିପି ପକ୍ଷରୁ ଆଜି ଏକ ଘରୋଇ ହୋଟେଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି। ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଏକ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଥିଲା।

Body:ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କଲେଜରୁ ସହସ୍ରାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୁଖ୍ୟବକ୍ତା ଭାବେ ବାଲେଶ୍ଵର ଏବିଭିପି ବିଭାଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ଦେଶ ର ଭାବିଷ୍ୟତମାନେ ଦେଶ ସୁରକ୍ଷା ଓ ବିକାଶ ପାଇଁ ଆଜିଠୁଁ ଯତ୍ନବାନ ହେବାପାଇଁ ଆହ୍ୱାନ ଦିଆଯାଇଥିଲା।

Conclusion:ଏହି ଅବସରରେ ବିଭିନ୍ନ ଦିଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ବାଇଟ- ପ୍ରତାପ ଚନ୍ଦ୍ର ଷଡଙ୍ଗୀ(କେନ୍ଦ୍ରମନ୍ତ୍ରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.