ETV Bharat / business

କ୍ରମାଗତ ଚତୁର୍ଥ ଦିନରେ ଉଛୁଳିଲା ଷ୍ଟକ ମାର୍କେଟ୍, ସେନସେକ୍ସ 60 ହଜାର ପାର - ବାଣିଜ୍ୟ ଖବର

ବ୍ୟବସାୟର କ୍ରମାଗତ ଚତୁର୍ଥ ଦିନରେ ପାଇଁ ଘରୋଇ ଷ୍ଟକ ବଜାର ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସେନସେକ୍ସ 60,000 ମାର୍କ ଅତିକ୍ରମ କରିଛି ।

କ୍ରମାଗତ ଚତୁର୍ଥ ଦିନରେ ଉଛୁଳିଲା ଷ୍ଟକ୍ ମାର୍କେଟ୍, ସେନ୍ସେକ୍ସ 60,000 ପାର

author img

By

Published : Aug 17, 2022, 10:51 PM IST

ମୁମ୍ବାଇ: ବିଦେଶୀ ନିବେଶକଙ୍କ କ୍ରୟ ମଧ୍ୟରେ ବୁଧବାର କ୍ରମାଗତ ଚତୁର୍ଥ ବାଣିଜ୍ୟ ଦିବସ ପାଇଁ ଘରୋଇ ଷ୍ଟକ ବଜାର ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସେନସେକ୍ସ 60,000 ମାର୍କ ଅତିକ୍ରମ କରିଛି । 30-ସେୟାର BSE ସେନସେକ୍ସ 60,260.13 ରେ ବନ୍ଦ ହୋଇ 417.92 ପଏଣ୍ଟ କିମ୍ବା 0.70 ପ୍ରତିଶତ ବୃଦ୍ଧି ପାଇଛି ।

କାରବାରର ଗୋଟିଏ ସମୟରେ ଏହା 481.04 ପଏଣ୍ଟ ଉପରକୁ ଉଠିଥିଲା । ସେହିଭଳି, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ 119 ପଏଣ୍ଟବୃଦ୍ଧି ପାଇ 17,944.25 ରେ ବନ୍ଦ ହୋଇଛି । ନିଫ୍ଟିରେ ଅନ୍ତର୍ଭୁକ୍ତ 50 ଟି ଷ୍ଟକ୍ ମଧ୍ୟରୁ 33 ଟି ଲାଭରେ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.