ETV Bharat / business

ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବଜାର ବନ୍ଦ

author img

By

Published : Apr 14, 2020, 4:00 PM IST

ଆମ୍ବେଦକର ଜୟନ୍ତୀ ଅବସରରେ ମଙ୍ଗଳବାର ସେୟାର ବଜାର ବନ୍ଦ ରହିଛି । ବୁଧବାର ଠାରୁ ପ୍ରତିଦିନ ଭଳି କାରବାର ସ୍ବାଭାବିକ ହେବ ।

share market close on account of ambedkar jayanti
ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବଜାର ବନ୍ଦ

ମୁମ୍ବାଇ. ଆମ୍ବେଦକର ଜୟନ୍ତୀ ଅବସରରେ ମଙ୍ଗଳବାର ସେୟାର ବଜାର ବନ୍ଦ ରହିଛି । ବୁଧବାର ଠାରୁ ପ୍ରତିଦିନ ଭଳି କାରବାର ସ୍ବାଭାବିକ ହେବ ।

ସୋମବାର ଦୁର୍ବଳ କରବାର ସହ ସେୟାର ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ଭାରୀ ମାତ୍ରାରେ ହ୍ରାସ ପାଇଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଉପରେ ଆଧାରିତ ସେୟାର ସୂଚକାଙ୍କ ସୋମବାର 30690.02 ପଏଣ୍ଟରେ ବନ୍ଦ ହୋଇଥିଲା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟର ସୂଚକାଙ୍କ 8993.85 ପଏଣ୍ଟରେ ବନ୍ଦ ହୋଇଛିଲା ।

ଲକଡାଉନ ବୃଦ୍ଧି ଆଶଙ୍କାରେ ବଜାରରେ ଏଭଳି ହ୍ରାସ ଜାରି ରହିଥିଲା । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ 3 ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏବେ ବଜାରର ଗତି ଉପର କି ତଳମୁହାଁ ହେବ ତାରା ଆଗାମୀ କାରବାର ଦିନରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.