ETV Bharat / business

ସବୁଜ ସଙ୍କେତରେ ଖୋଲିଲା ବଜାର, ସେନସେକ୍ସ 400 ପଏଣ୍ଚ ବୃଦ୍ଧି

author img

By

Published : May 11, 2020, 12:43 PM IST

ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସବୁଜ ସଙ୍କେତ ସହ କାରବାର ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ସେନସେକ୍ସ 489.00 ପଏଣ୍ଟ ବୃଦ୍ଧି ପାଇ 32,132.69ରେ ପହଞ୍ଚିଛି।

Sensex soars 400 points
ସବୁଜ ସଙ୍କେତରେ ଖୋଲିଲା ବଜାର, ସେନସେକ୍ସ 400 ପଏଣ୍ଚ ବୃଦ୍ଧି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଜାରି ରହିଛି ଲକଡାଉନ। ଏହା ମଧ୍ୟରେ ଆର୍ଥିକ ସ୍ଥିତି କ୍ରମଶ ଦୁର୍ବଳ ହେଉଥିବା ବେଳେ ସେୟାର ବଜାର ଉପରେ ଏହାର ଏତେ ପ୍ରଭାବ ଦେଖିବାକୁ ମିଳିନି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସବୁଜ ସଙ୍କେତ ସହ କାରବାର ଆରମ୍ଭ କରିଛି। ଏହାସହ ବ୍ଲ୍ୟୁ ଚିପ୍ ଷ୍ଟକ୍ ର ନେତୃତ୍ବରେ ଏହି କାରବାର କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ସେନସେକ୍ସ 489.00 ପଏଣ୍ଟ ବୃଦ୍ଧି ପାଇ 32,132.69ରେ ପହଞ୍ଚିଛି। ସେହିପରି ନିଫ୍ଟି 137.55ରେ କାରବାର ଆରମ୍ଭ କରି 9.389.05 ପହଞ୍ଚିଛି।

ସୂଚନା ଥାଉକି, ଶୁକ୍ରବାର ବିଏସଇ ଏସ ଆଣ୍ଡ ପି ସେନସେକ୍ସ 199 ପଏଣ୍ଟରେ କାରବାର ବନ୍ଦ କରି 31,643ରେ ପହଞ୍ଚିଛି। ସେହିପରି ନିଫ୍ଟି 50 ପଏଣ୍ଟ ବୃଦ୍ଧି ପାଇ 9,252ରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.