ETV Bharat / business

ସେୟାର ବଜାରରେ କୋରୋନା ଆତଙ୍କ, କ୍ଷତିରେ ନିବେଶକ

ଥମିବା ବଦଳରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଏହାର ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର ।

author img

By

Published : Mar 4, 2020, 7:19 PM IST

sensex slips 214 points as coronavirus cases rise , nifty ends at 11,254
ସେୟାର ବଜାରରେ କୋରୋନା ଆତଙ୍କ, କ୍ଷତିରେ ନିବେଶକ

ନୂଆଦିଲ୍ଲୀ: ଥମିବା ବଦଳରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଏହାର ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର । ଗୋଟିଏ ଦିନର ଅଭିବୃଦ୍ଧି ପରେ ପୁଣି ତଳମୁହାଁ ହୋଇ ବନ୍ଦ ହେଲା ସେନସେକ୍ସ ଓ ନିଫ୍ଟି । କ୍ଷତିରେ ନିବେଶକ ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ଆରମ୍ଭରେ 214.22 ପଏଣ୍ଟ ହ୍ରାସପାଇ 38,409 ରେ କାରବାର ବନ୍ଦ କରିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି49 ପଏଣ୍ଟ କମି 11,254ରେ ବନ୍ଦ ହୋଇଛି ।

କାରବାରର ସମୟରେ ସେନସେକ୍ସ 700 ପଏଣ୍ଟ ହ୍ରାସ ପାଇ 38 ହଜାର ତଳକୁ ବି ରହିଥିଲା । ସେପଟେ ନିଫ୍ଟି ବି 200 ପଏଣ୍ଟ ଖସି 11,113 ସ୍ତକୁ ଆସିଯାଇଥିଲା । ଆଉ ଏହି ହ୍ରାସ ଯୋଗୁଁ ନିବେଶକଙ୍କୁ ପ୍ରାୟ 2.43 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.