ETV Bharat / business

5 ଦିନର ହ୍ରାସରେ ଲାଗିଲା ବ୍ରେକ, ପୁଣି ସବଳ ହେଲା ସେନସେକ୍ସ - market roundup

ଶୁକ୍ରବାର ପୁଞ୍ଜି ବଜାର ବୃଦ୍ଧିର ସହ ବନ୍ଦ ହୋଇଛି । କାରବାର ଶେଷ ଦିନରେ ସେନସେକ୍ସ ଓ ନିଫ୍ଟି ଉପରମୁହାଁ ରହିଛି । ଅଧିକ ପଢନ୍ତୁ..

5 ଦିନର ହ୍ରାସରେ ଲାଗିଲା ବ୍ରେକ, ପୁଣି ସବଳ ହେଲା ସେନସେକ୍ସ

author img

By

Published : Mar 19, 2021, 8:54 PM IST

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଲଗାତାର 5 ଦିନ ଧରି ଜାରି ରହିଥିବା ହ୍ରାସରେ ଲାଗିଛି ବ୍ରେକ । ଶୁକ୍ରବାର ପୁଞ୍ଜି ବଜାର ବୃଦ୍ଧିର ସହ ବନ୍ଦ ହୋଇଛି । କାରବାର ଶେଷ ଦିନରେ ସେନସେକ୍ସ ଓ ନିଫ୍ଟି ଉପରମୁହାଁ ରହିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 641.72 ପଏଣ୍ଟ ବୃଦ୍ଧି ସହ 49,858.24 ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସର 30 କମ୍ପାନୀ ମଧ୍ୟରୁ 5 କୁ ବାଜ ଦେଇ ଅନ୍ୟ ସବୁ ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଛି । ସବୁଠୁ ଅଧିକ 4.58 ପ୍ରତିଶତ ବୃଦ୍ଧିରେ ଏନଟିପିସି ସେୟାରରେ ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ 186.15 ପଏଣ୍ଟ ବଢି 14,744 ପଏଣ୍ଟରେ ପହଞ୍ଚିଛି ।

ହିନ୍ଦୁସ୍ତାନ ୟୁନିଲିଭର, ପାୱର ଗ୍ରୀଡ ସେୟାରରେ ମଧ୍ୟ 4 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ରିଲାଏନ୍ସ, ଇଣ୍ଡଷ୍ଟ୍ରିଜର ସେୟାର 3.60 ପ୍ରତିଶତ ଚଢିଛି । ଆଜି କାରବାରରେ ସନେସେକ୍ସ ସର୍ବୋଚ୍ଚ ସ୍ତର 50,003.58 ପଏଣ୍ଟ ଓ ସର୍ବନିମ୍ନ 48,586.93 ପଏଣ୍ଟ ଛୁଇଁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.