ETV Bharat / business

ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର, ମହଙ୍ଗା ଅଶୋଧିତ ତୈଳ

author img

By

Published : Jul 21, 2020, 2:29 PM IST

ପେଟ୍ରୋଲ ଦାମ 22 ଦିନ ଧରି ସ୍ଥିର ରହିଥିଲା ବେଳେ ଡିଜେଲ ଦାମ ବୃଦ୍ଧିରେ ଲାଗିଛି ବ୍ରେକ । ସେପେଟ କିନ୍ତୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ମହଙ୍ଗା ହେଉଛି । ଅଧିକ ପଢନ୍ତୁ..

petrol diesel prices stable,crude oil moves up

ନୂଆଦିଲ୍ଲୀ: ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଛି । ସେପଟେ ଅଶୋଧିତ ତୈଳ ଦାମ ଲଗାତାର ଦ୍ବିତୀୟ ଦିନ ଧରି ବୃଦ୍ଧି ହୋଇଛି । ତୈଳ ମାର୍କେଟିଂ କମ୍ପାନୀ ଗୋଟିଏ ଦିନର ବୃଦ୍ଧି ପରେ ଡିଜେଲ ଦାମରେ କୌଣସି ପରିବର୍ତ୍ତନ କରିନାହାନ୍ତି । ସେହିପରି ପେଟ୍ରୋଲ ଦାମ ଲଗାତାର 22 ଦିନ ଧରି ସ୍ଥିର ଅଛି ।

ଇଣ୍ଡିଆନ ଅଏଲ ୱେବସାଇନ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ ଦାମ ଲିଟର ପ୍ରତି କ୍ରମଶଃ 81.64 , 76.77 , 79.83 ଓ 78.60 ଟଙ୍କା ରହିଛି । ଏଭଳି ଭାବେ ଏହି 4 ମହାନଗର ନିଗମରେ 22 ଦିନ ଧରି ପେଟ୍ରୋଲ ଦାମ ଲିଟର ପିଛା ଯଥାକ୍ରମେ 80.43 ଟଙ୍କା, 82.10 , 87.19 ଓ 83.63 ଟଙ୍କା ଅଛି ।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ତୁଳନାରେ ଡିଜେଲ 1.21 ଟଙ୍କା ମହଙ୍ଗା ଅଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାର ଇଣ୍ଟରକଣ୍ଟିନେଟଲ ଏକ୍ସଚେଞ୍ଜ, ଆଇସିଇ ବେଞ୍ଚମାର୍କ ଅଶୋଧିତ ତୈଳ ଦାମ ମଙ୍ଗଳବାର ବ୍ୟାରେଲ ପିଛା 0.16 ପ୍ରତିଶତ ବୃଦ୍ଧି ପାଇଁ 43.35 ଡଲାରରେ କାରବାର କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.