ETV Bharat / business

ଦିନକ ପରେ ପୁଣି ଖସିଲା ତେଲ ଦାମ - ତେଲ ଦାମ

ଗତ କିଛି ଦିନ ଧରି ଦୁର୍ବଳ ହେଉଛି ତେଲ ଦର । ତେବେ ଗୋଟିଏ ଦିନର ସ୍ଥିରତା ପରେ ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦାମ ।

petrol and diesel price on 22 january 2020
ଦିନକ ପରେ ପୁଣି ଖସିଲା ତେଲ ଦାମ
author img

By

Published : Jan 23, 2020, 1:42 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଦୁର୍ବଳ ହେଉଛି ତେଲ ଦର । ତେବେ ଗୋଟିଏ ଦିନର ସ୍ଥିରତା ପରେ ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦାମ । ଗୁରୁବାର ଦିଲ୍ଲୀରେ ପେଟ୍ରୋଲ 75 ତଳକୁ ଖସିଥିବା ବେଳେ ଡିଜେଲ ଲିଟର 69 ନିକଟତର ରହିଛି ।

ଇଣ୍ଡିଆନ ଅଏଲର ୱେବସାଇଟ ମୁତାବକ, ଗୁରୁବାର ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦାମ 17 ପଇସା ହ୍ରାସ ପାଇ 74.65 ଟଙ୍କା ରହିଛି । ସେହିବଳି ଡିଜେଲ ଲିଟର 19 ପଇସା କମି 67.86 ଟଙ୍କାରେ ପହଞ୍ଚିଛି ।

ସେପଟେ ମୁମ୍ବାଇ, କୋଲକତା, ଚେନ୍ନାଇରେ ପେଟ୍ରୋଲ ଦାମ ଯଥାକ୍ରମେ 17, 16 ଓ 19 ପଇସା ଖସି 80.25, 77.26 , 77.54 ଟଙ୍କା ରହିଛି । ସେହିଭଳି ଡିଜେଲ ଲିଟର କ୍ରମଶଃ 17, 19, 20 ପଇସା କମି 71.15, 70.22, 71.70 ଟଙ୍କା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.