ETV Bharat / business

ମେଟ୍ରୋ ସିଟିରେ ବେଲଗାମ ତୈଳ ଦର

author img

By

Published : Jan 5, 2020, 6:13 PM IST

ଚତୁର୍ଥ ଦିନରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି । ବର୍ଷ ଆରମ୍ଭରୁ ବଢିବାରେ ଲାଗିଛି ଦର । ଆଗକୁ ପଢନ୍ତୁ...

oil price increase in metro city
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଚତୁର୍ଥ ଦିନରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି । ତିନି ମାସ ଭିତରେ ଆଜିର ଦର ସବୁଠୁ ଅଧିକ ରହିଛି । ଅନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତା ଭିତରେ ନୂଆ ବର୍ଷରୁ ତେଲ ଦାମ ବଢିବାରେ ଲାଗିଛି । ଏହାର ପ୍ରଭାବ ଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଶନିବାର ମେଟ୍ରୋ ସିଟି ଦିଲ୍ଲୀ, ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ 9 ପଇସା ଏବଂ ଡିଜେଲ 11 ପଇସା ବୃଦ୍ଧି ପାଇଛି । ଏହାସହ ମୁମ୍ବାଇରେ ଡିଜେଲ ଦର 12 ପଇସା ବୃଦ୍ଧି ପାଇଛି ।

ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ 75.54 ଏବଂ ଡିଜେଲ 68.51, ମୁମ୍ବାଇରେ ପେଟ୍ରୋଲ 81.33 ଏବଂ ଡିଜେଲ 71.84, କୋଲତାରେ ପେଟ୍ରୋଲ 78.13 ଓ ଡିଜେଲ 70,87 ଏବଂ ଚେନ୍ନାଇରେ 78.48 ଓ 72.39 ଟଙ୍କା ଦର ରହିଛି ।

ତେଲ ବିତରଣ କମ୍ପାନୀ ଶନିବାର ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ ଦାମ ଲିଟର ପିଛା 10 ଓ ଚେନ୍ନାଇରେ 11 ପଇସା ବୃଦ୍ଧି କରିଛନ୍ତି । ସେହିପରି ଡିଜେଲ ଦାମ ଦିଲ୍ଲୀ, କୋଲକାତାରେ 15 ପଇସା ଏବଂ ମୁମ୍ବାଇ ଓ ଚେନ୍ନାଇରେ 16 ପଇସା ବଢାଇଛନ୍ତି ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.