ETV Bharat / business

କମିଲା ସୁନା ଓ ରୂପା ଦାମ

ବୈଶ୍ବିକ ବଜାରରେ ସୁନା ଓ ରୂପା ଦାମ ଦୁର୍ବଳ ହେବା ପରେ ଘରୋଇ ବଜାରରେ କମିଛି ଦାମ । ତେବେ ଜାଣନ୍ତୁ ଆଜିର ସୁନା ଓ ରୂପା ରେଟ...

କମିଲା ସୁନା ଓ ରୂପା ଦାମ
କମିଲା ସୁନା ଓ ରୂପା ଦାମ
author img

By

Published : Dec 22, 2020, 10:39 PM IST

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ ଦୁର୍ବଳ ହେବା ସହ ଘରୋଇ ବଜାରରେ କମିଛି ସୁନା ଦର । ମଙ୍ଗଳବାର 10 ଗ୍ରାମ ପିଛା ସୁନା ଦାମ 243 ଟଙ୍କା କମି 49,653 ଟଙ୍କାରେ ପହଞ୍ଚିଛି ।

ଏହା ପୂର୍ବରୁ ସୋମବାର ସୁନା ଦାମ 10 ଗ୍ରାମ ପିଛା 49,896 ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ଆଜି ରୂପା କିଲୋ 216 ଟଙ୍କା କମି 67,177 ଟଙ୍କାରେ ପହଞ୍ଚିଛି । ଏହା ପୂର୍ବ ଦିନ ରୂପା କିଲୋ ପିଛା 67,393 ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସ ପିଛା1,868 ଡଲାର ଓ ରୂପା 25.70 ଡଲାର ରହିଥିଲା ।

ଏଚଡିଏଫସି ସିକ୍ୟୁରିଟିଜ ବରିଷ୍ଠ ବିଶେଷଜ୍ଞ ତପନ ପଟେଲ କହିଛନ୍ତି କି, ‘‘ଡଲାର ସୂଚକାଙ୍କ ମଜବୁତ ହେବା ଦ୍ବାରା ସୁନା ଦାମରେ ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.