ETV Bharat / business

' ପୁନରାବୃତ୍ତି ହେବାକୁ ଯାଉଛି 2008ଠୁ ଆହୁରି ଭୟଙ୍କର ଆର୍ଥିକ ସଙ୍କଟ'

author img

By

Published : Apr 4, 2020, 2:47 PM IST

2008 ବିଶ୍ବ ଆର୍ଥିକ ସଙ୍କଟ ସମୟରେ ଦେଖାଯାଇଥିବା ପରିମାଣଠାରୁ ମଧ୍ୟ ପ୍ରାୟ 90 ବିଲିୟନ ଡଲାର ବଜାର କ୍ଷତି ସହିବ। ଯାହାକୁ ଲକ୍ଷ୍ୟ କରି ଜର୍ଜିଆଭା କହିଛନ୍ତି ଯେ ଆଇଏମ୍ଏଫ୍ ବଜାର ତଥା ବିକାଶଶୀଳ ଅର୍ଥନୀତି ପାଇଁ ଜରୁରୀକାଳୀନ ଆର୍ଥିକ ସହାୟତା ସଂଗ୍ରହ କରୁଛି। ଅଧିକ ଖବର ପଢନ୍ତୁ...

2008 global financial crisis
' ପୁନରାବୃତ୍ତି ହେବାକୁ ଯାଉଛି 2008 ଠାରୁ ଆହୁରୀ ଭୟଙ୍କର ଆର୍ଥିକସଙ୍କଟ'

ନୂଆଦିଲ୍ଲୀ: 2008 ରେ ବିଶ୍ବରେ ସୃଷ୍ଟି ହୋଇଥିବା ଆର୍ଥିକସଙ୍କଟ ପୁନର୍ବାର 2020ରେ ସୃଷ୍ଟି ହେବ। ଏନେଇ ସତର୍କବାଣୀ ଶୁଣାଇଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଆଭା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ସହିତ ମିଳିତ ସାମ୍ବାଦିକ ସମ୍ମିଳନୀ, "ଦୈତ ସଙ୍କଟ" - ସ୍ୱାସ୍ଥ୍ୟ ଏବଂ ଅର୍ଥନୀତିକ ସଙ୍କଟ କୋଭିଡ୍ 19 ମହାମାରୀ ଆଇଏମ୍ଏଫ୍ ଇତିହାସରେ ଏହା ପୂର୍ବରୁ ଦେଖାଯାଇ ନାହିଁ ବୋଲି ଜିନହୁଆ ରିପୋର୍ଟ ପ୍ରକାଶ କରିଛି।

ଜର୍ଜିଆଭା ଜୋର ଦେଇଛନ୍ତି ଯେ ଜୀବନ ବଞ୍ଚାଇବା ଏବଂ ଜୀବିକା ନିର୍ବାହ କରିବା କୋରୋନାଭାଇରସ୍ ସମଗ୍ର ପୃଥିବୀକୁ ବିତାଡିତ କରିବା ପାଇଁ ଆମେ ସମସ୍ତେ ହାତ ମିଳାଇବା ଉଚିତ୍। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁଯାୟୀ, ଏବେ ସୁଦ୍ଧା 50,000 ରୁ ଅଧିକ ମୃତ୍ୟୁ ସମେତ କୋଭିଡ 19 ରେ 1 ମିଲିୟନରୁ ଅଧିକ ଆକ୍ରାନ୍ତ ରିପୋର୍ଟ ହୋଇଛି।

ତେବେ ଅଭିବୃଦ୍ଧିର ମୁକାବିଲା ପାଇଁ ଆଇଏମ୍ଏଫ୍ ମୋଟ 1 ଟ୍ରିଲିୟନ ଡଲାରର ଆର୍ଥିକ କ୍ଷମତା ସାହାଯ୍ୟ କରୁଛି ବୋଲି ଜର୍ଜିଆ କହିଛନ୍ତି। ଏହାସହ ଅର୍ଥନୀତିର ସୁରକ୍ଷା ପାଇଁ ଯଥା ସମ୍ଭବ ଆବଶ୍ୟକ ତାହା ବ୍ୟବହାର କରାଯିବ।

2008 ବିଶ୍ବ ଆର୍ଥିକ ସଙ୍କଟ ସମୟରେ ଦେଖାଯାଇଥିବା ପରିମାଣଠାରୁ ମଧ୍ୟ ପ୍ରାୟ 90 ବିଲିୟନ ଡଲାର ବଜାର କ୍ଷତି ସହିବ। ଯାହାକୁ ଲକ୍ଷ୍ୟ କରି ଜର୍ଜିଆଭା କହିଛନ୍ତି ଯେ ଆଇଏମ୍ଏଫ୍ ବଜାର ତଥା ବିକାଶଶୀଳ ଅର୍ଥନୀତି ପାଇଁ ଜରୁରୀକାଳୀନ ଆର୍ଥିକ ସହାୟତା ସଂଗ୍ରହ କରୁଛି। ଦେବାଳିଆ ଏବଂ ଛଟେଇର ପୁନରୁଦ୍ଧାରକୁ ଆହୁରି କଷ୍ଟସାଧ୍ୟ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.