ETV Bharat / business

ଅଭିବୃଦ୍ଧିରେ ଲାଗିଲା ବ୍ରେକ, 1066 ପଏଣ୍ଟ ଖସିଲା ସେନସେକ୍ସ

ରେଡ ଆଲର୍ଟରେ ବନ୍ଦ ବଜାର । ଗଲା 10 ଦିନର କାରବାରରେ ସେନସେକ୍ସ ଲଗାତାର ବୃଦ୍ଧି ସହ 40 ହଜାର ସ୍ତର ପାର କରିଥିଲା ବେଳେ ଆଜି ଏହା 39 ହଜାରକୁ ଖସିଛି । ଅଧିକ ପଢନ୍ତୁ..

ଅଭିବୃଦ୍ଧିରେ ଲାଗିଲା ବ୍ରେକ , 1066ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Oct 15, 2020, 4:46 PM IST

ମୁମ୍ବାଇ: ଗୁରୁବାର ବଜାରରେ କାରବାର ଧୀମା ପଡିଛି । ଗତ 10ଟି କାରବାର ଦିନରେ ପ୍ରଫିଟରେ ବନ୍ଦ ବଜାରରେ ଆଜି ସେୟାର ସୂଚକାଙ୍କ ତଳମୁହାଁ ହୋଇଛି ।

କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 1,066.33 ପଏଣ୍ଟ ହ୍ରାସ ହୋଇ 39,728.41 ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 290.70 ପଏଣ୍ଟ ଖସି 11,680 ପଏଣ୍ଟରେ ପହଞ୍ଚିଛି ।

ଗଲା 10 ଦିନର କାରବାରରେ ସେନସେକ୍ସ ଲଗାତାର ବୃଦ୍ଧି ସହ 40 ହଜାର ସ୍ତର ପାର କରିଥିଲା ବେଳେ ଆଜି ଏହା 39 ହଜାରକୁ ଖସିଛି । ଏସିଆନ ପେଣ୍ଟସ ବ୍ୟତିତ ସେନସେକ୍ସର 30 ଷ୍ଟକ ନାଲି ସଙ୍କେତରେ କାରବାର ବନ୍ଦ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.