ETV Bharat / business

ସେୟାରରେ ଅଭିବୃଦ୍ଧି, 290 ପଏଣ୍ଟ ଚଢିଲା ସେନସେକ୍ସ - ବୁଧବାର ବଜାର ବନ୍ଦ

ବୁଧବାର ସେନସେକ୍ସ 290.36 ପଏଣ୍ଟ ବଢି 34,247.05 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିଭଳି ନିଫ୍ଟି 69.50 ପଏଣ୍ଟ ବଢି 10,116.15 ରେ କାରବାର ଶେଷ କରିଛି । ଅଧିକ ପଢନ୍ତୁ..

Closing Bell
ସେୟାରରେ ଅଭିବୃଦ୍ଧି, 290 ପଏଣ୍ଟ ଚଢିଲା ସେନସେକ୍ସ
author img

By

Published : Jun 10, 2020, 5:58 PM IST

ମୁମ୍ବାଇ: ବୁଧବାର ପ୍ରଫିଟର ସହ ବନ୍ଦ ହୋଇଛି ବଜାର । ବିଦେଶୀ ପୁଞ୍ଜି ପ୍ରବାହ ଜାରି ରହିବା ମଧ୍ୟରେ ସୂଚକାଙ୍କରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟଙ୍କର ସେୟାର ଉପରମୁହାଁ ସହ କାରବାର ମଜବୁତ ରହିଛି ।

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 290.36 ପଏଣ୍ଟ ବଢି 34,247.05 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସୂଚକାଙ୍କ ନିଫ୍ଟି 69.50 ପଏଣ୍ଟ ବଢି 10,116.15 ରେ କାରବାର ଶେଷ କରିଛି ।

ସେନସେକ୍ସ ସେୟାରରେ ଇଣ୍ଡିସଇଣ୍ଡ ବ୍ୟାଙ୍କ ସର୍ବାଧିକ ଲଆଭରେ ରହିଛି । ଏଥିରେ ପାଖାପାଖୀ 8 ପ୍ରତିଶତ ଅଭିବୃଦ୍ଧି ଦେଖିବାରୁ ମିଳିଛି । ଏହା ପଛକୁ କୋଟକ, ରିଲାଏନ୍ସ, ଏଚଡିଏଫସି, ଏକ୍ସିସ ବ୍ୟାଙ୍କ, ଏସବିଆଇ ସେୟାର ରହିଛି ।

ସେପଟେ ହିରୋ ମୋଟ କପ, ଟାଟା ଷ୍ଟିଲ, ବଜାଜ ଅଟୋ ଏବଂ ଓଏନଜିସିରେ ହ୍ରାସ ଦେଖିବାକୁ ମିଳିଛି ।

ସେୟାର ବଜାରରେ ପାଖରେ ଉପଲବ୍ଧ ତଥ୍ୟ ଅନୁସାରେ ବୁଦେଶୀ ସଂସ୍ଥାଗତ ନିବେଶକ ମଙ୍ଗଳବାର ମୋଟ 490.81 କୋଟି ଟଙ୍କାର ସେୟାର କିଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.