ETV Bharat / business

SEBI ଚେୟାରମ୍ୟାନ ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳ 18 ମାସ ବୃଦ୍ଧି

author img

By

Published : Aug 5, 2020, 8:56 PM IST

ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତ୍ୟାଗିଙ୍କ କାର୍ଯ୍ୟକାଳ 18 ମାସ ବୃଦ୍ଧି । ଅଧିକ ପଢନ୍ତୁ...

SEBI ଚେୟାରମ୍ୟାନ ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳ 18 ମାସ ବୃଦ୍ଧି
SEBI ଚେୟାରମ୍ୟାନ ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳ 18 ମାସ ବୃଦ୍ଧି

ନୂଆଦିଲ୍ଲୀ: ମାର୍କେଟ ରେଗୁଲେଟର ସେବି(SEBI)ର ଚେୟାରମ୍ୟାନ ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳକୁ 18 ମାସ ବୃଦ୍ଧି କରାଯାଇଛି । ସେ 2022 ଫେବୃଆରୀ ଯାଏଁ ଏହି ପଦରେ ନିଜର କାର୍ଯ୍ୟଭାର ତୁଲାଇବେ ।

ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧିନ ମନ୍ତ୍ରୀ ମଣ୍ଡଳର ନିଯୁକ୍ତି କମିଟି ତ୍ୟାଗିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା 2020 ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ।

1984 ବ୍ୟାଚ୍‌ ହିମାଚଳପ୍ରଦେଶ କ୍ୟାଡରର ଆଇପିଏସ(ଅବସରପ୍ରାପ୍ତ) ଅଧିକାରୀ ଅଜୟ ତ୍ୟାଗିଙ୍କୁ ମାର୍ଚ୍ଚ 2017ରେ ସେବିର ଚେୟାରମ୍ୟାନ ନିଯୁକ୍ତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.