ETV Bharat / business

2022 ପୂର୍ବରୁ ବିଶ୍ବ ଅର୍ଥନୀତି ଟ୍ରାକକୁ ଫେରିବା ଆଶା

author img

By

Published : Sep 8, 2020, 4:48 PM IST

କୋରୋନା ମାଡରେ ଅର୍ଥବ୍ୟବସ୍ଥା ପ୍ରଭାବିତ । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢୁଛି ଆର୍ଥିକ ମାନ୍ଦାବସ୍ଥା । ଏଭଳି ସ୍ଥିତିର ମହାମାରୀ ନିୟନ୍ତ୍ରଣ ପରେ ଅର୍ଥନୀତି ପୁଣି ପୂର୍ବବସ୍ଥାକୁ ଫେରିବା ଆଶା ରହିଛି । ଅଧିକ ପଢନ୍ତୁ..

2022 ପୂର୍ବରୁ ବିଶ୍ବ ଅର୍ଥନୀତି ଟ୍ରାକକୁ ଫେରିବା ଆଶା
2022 ପୂର୍ବରୁ ବିଶ୍ବ ଅର୍ଥନୀତି ଟ୍ରାକକୁ ଫେରିବା ଆଶା

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ କୋଭିଡ-19 ପ୍ରକୋପ ଏବେ ବି ଜାରି ରହିଛି । ଏପରି ସ୍ଥିତିରେ ବୈଶ୍ବିକ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଆହୁରି 2 ବର୍ଷ ସମୟ ଲାଗିବା ଆଶା ରହିଛି । ଅର୍ଥାତ 2022 ପୂର୍ବରୁ ଅର୍ଥବ୍ୟବସ୍ଥା ମହାମାରୀ ପୂର୍ବ ସ୍ତରକୁ ପହଞ୍ଚିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି ।

ଦେଶର ବିପଦ ଓ ବୈଶ୍ବିକ ପରିସ୍ଥିତି ଉପରେ ଡନ ଆଣ୍ଡ ବ୍ରେଡଷ୍ଟ୍ରିଟ ରିପୋର୍ଟରେ ଦର୍ଶାଯାଇଛି କି, ମହାମାରୀ ବିଷୟରେ ଏପର୍ଯ୍ୟନ୍ତ କିଛି ବର୍ଗୀକୃତ ହୋଇପାରିବ ନାହିଁ । କେତେକ ଦେଶର ଅର୍ଥନୀତିରେ ତୃତୀୟ ତ୍ରୟମାସରେ କାର୍ଯ୍ୟକଳାପରେ ସୁଧାର ଆସିଛି । ଏନେଇ ପିଏମଆଇ, ଗୁଗୁଗୁଲ ମୋବିଲିଟି ଡାଟା ଏବଂ ମାସିକ ଅର୍ଥନୈତିକ ତଥ୍ୟରୁ ଜଣାପଡିଛି ।

ଡନ ଆଣ୍ଡ ବ୍ରେଡଷ୍ଟ୍ରିଟର ମୁଖ୍ୟ ଅର୍ଥନୀତିଜ୍ଞ ଅରୁଣ ସିଂହ କହିଛନ୍ତି କି, ‘‘ବେକାରୀ ବୃଦ୍ଧି ଜାରି ରହିବ । ସରକାରୀ କାର୍ଯ୍ୟକ୍ରମ ସମାପ୍ତ ହେଉଛି ଆଉ ଏବେ ଶ୍ରମିକଙ୍କ ସଂରକ୍ଷଣ ହେଇପାରନାହିଁ । ଚତୁର୍ଥ ତ୍ରୟମାସରେ ପୁନଃରୁଦ୍ଧାର ଗତି ଦୁର୍ବଳ ହୋଇପାରେ ।

ସିଂ କହିଛନ୍ତି କି, ‘‘ ଆମକୁ ଲାଗୁ ନାହିଁ କି ବୈଶ୍ବିକ ଅର୍ଥବ୍ୟବସ୍ଥା 2022 ସୁଦ୍ଧା ମହାମାରୀ ପୂର୍ବ ଉତ୍ପାଦନ ସ୍ତରକୁ ହାସଲ କରିପାରିବ । ତେବେ ବର୍ତ୍ତମାନ ସମୟରେ ସବୁଠୁ ବଡ ପ୍ରଶ୍ନ କି ମହାମାରୀ କେବେ ଯାଏଁ ଜାରି ରହିବ ।’’

ପ୍ରକାଶ ଯେ, କୋଭିଡ ସଂକ୍ରମଣ ଓ ଲକଡାଉନ କଟକଣା ଭାରତ ଅର୍ଥବ୍ୟବସ୍ଥା ଉପରେ ଗଭୀର ଭାବେ ଦେଖିବାକୁ ମିଳିଛି । ପ୍ରଥମ ତ୍ରୟମାସରେ ଜିଡିପି ହ୍ରାସ ଭଳି ଦ୍ବିତୀୟ ଓ ତୃତୀୟ ତ୍ରୟମାସରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.