ETV Bharat / business

2019 ନିର୍ବାଚନ: ସ୍ୟାହିରୁ ଏହି କମ୍ପାନୀ ପାଇବ 33 କୋଟି ଟଙ୍କା

ଭୋଟ ବେଳେ ବ୍ୟବହୃତ ସ୍ୟାହି ତିଆରି କରି କର୍ଣ୍ଣାଟକ ପାଇବାକୁ ଯାଉଛି 33 କୋଟି ଟଙ୍କାର ରାଜସ୍ବ ।

author img

By

Published : Mar 16, 2019, 4:46 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ 11ରୁ ଲୋକସଭା ସାଧାରଣ ନିର୍ବାଚନ । ଚୟନ ହେବେ ଲୋକ ପ୍ରତିନିଧି । ପ୍ରସ୍ତୁତି ପାଇଁ ଚାରିଆଡେ ଚାଲିଛି ତତ୍ପରତା । ତେବେ ଭୋଟ ବେଳେ ବ୍ୟବହୃତ ସ୍ୟାହି ତିଆରି କରି କର୍ଣ୍ଣାଟକ ପାଇବାକୁ ଯାଉଛି 33 କୋଟି ଟଙ୍କାର ରାଜସ୍ବ ।

ମହିସୁରରେ କର୍ଣ୍ଣାଟକ ସରକାରଙ୍କ ଏକ ସ୍ୟାହି କମ୍ପାନୀ ରହିଛି । ମହିସୁର ପେଣ୍ଟସ ଆଣ୍ଡ ବିନିର୍ଷ ଲିମିଟେଡ ନାମକ ଏହି କମ୍ପାନୀ ବାଲଟ ଓ ଆମିଟ ସ୍ୟାହି ତିଆରି କରିଥାଏ । ଆଉ ଚଳିତ ବର୍ଷ ନିର୍ବାଚନ ପାଇଁ ମଧ୍ୟ ଏହି କମ୍ପାନୀକୁ ମିଳିବ 26 ଲକ୍ଷ୍ୟ ଟଙ୍କାର ଅର୍ଡର ।

ରିପୋର୍ଟ ଅନୁଯାୟୀ, କମ୍ପାନୀ ପ୍ରବନ୍ଧ ନିର୍ଦ୍ଦେଶକ ଡ. ଚନ୍ଦ୍ରେଶଖର ଦୋଦାମଦାନୀ କହିଛନ୍ତି ଯେ, ଚଳିତ ବର୍ଷ ମିଳିଥିବା ଏହି ଅର୍ଡରଟି 2014 ନିର୍ବାଚନ ତୁଳନାରେ 4.5 ଲକ୍ଷ୍ୟ ଅଧିକ ରହିଛି ।

ଦୀର୍ଘ 20 ବର୍ଷ ଧରି ଏହି କମ୍ପାନୀ ବିଶ୍ବର 30ରୁ ଅଧିକ ଦେଶକୁ ଆମିଟ ସ୍ୟାହିର ରପ୍ତାନୀ କରିଥାଏ । ଆର୍ଥିକ ବର୍ଷ 2016-17ରେ 5.5 ମିଲିୟନ, 2017-18ରେ 54 ମିଲିୟନ ଓ 2018-19ରେ ଏହି ସ୍ୟାହି ବିକ୍ରି ବୃଦ୍ଧି ପାଇ 156.6 ମିଲିୟନ ରହିଛି ।

Visual on FTP

ସ୍ଲଗ-ଦୁଇ ଜିଲ୍ଲାର ସମ୍ପର୍କର ସାହା ତିନି କାଠ ପୋଲ
ଆଙ୍କର-ସରକାର ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ ନାରା ଦେଇ ଚାଲିଛନ୍ତି । ଏହି ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ମଧ୍ୟ ବେୟ କରୁଛନ୍ତି । ସବୁ ଗାଁ କୁ ପକ୍କା ସଡକ ସବୁ ନଦୀରେ କଂକ୍ରିଟ ପୋଲ ନିର୍ମାଣ କରୁଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏହା ବାସ୍ତବରେ କେତେ ସତ ବହୁ ନଦେଖିଲେ ଜାଣିହେବନାହିଁ । ଏପରି ରାଜ୍ୟରେ ବହୁ ନଦୀ ଉପରେ ପୋଲ ନାହିଁ ତ କୋଉଠି ଅଧାପନ୍ତରିଆ ହୋଇ ପଡି ରହିଛି । ଫଳରେ ଉକ୍ତ ଅଂଚଳର ଲୋକ ନାହିଁ ନଥିବା ହଇରାଣର ଶିକାର ହେଉଛନ୍ତି । ଏପରି ଏକ ପୋଲ ହେଉଛି କେନ୍ଦୁଝର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଉଚ୍ଚବାଲି ପଞ୍ଚାୟତର ପଦ୍ମପୁରଗ୍ରାମର ପୋଲ । ଏହି ଅଞ୍ଚଳ ଦେଇ ପୁର୍ନତ୍ୱୟା ବୈତରଣୀ ନଦୀ ପ୍ରଭାହିତ ହେଉଛି । ଏହି ନଦୀ ପାର ହେଲେ ପଡୋଶୀ ମୟୁରଭଞ୍ଜ ଜିଲ୍ଲା ପଡିଥାଏ । ଏହି ନଦୀ ଉପରେ ବହୁ ଦାବି ପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ୨୦୧୨ ମସିହାରୁ ଆରମ୍ଭ ହୋଇଛି । କିନ୍ତୁ ଏହି ପୋଲ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସାରିବାର ନା ନେଉ ନାହିଁ । ଫଳରେ ଏହି ଦୁଇ ଜିଲ୍ଲା ବାସୀଙ୍କ ଏକ ମାତ୍ରା ସାହାରା ସାଜିଛି କାଠ ପୋଲ । ଏହି ଚିରସ୍ରୋତା ନଦୀରେ କାଠ ବାଉଁଶ ପୋଲ ଉପରେ ବିପଦ ସଂକୁଳ ଭାବେ ଲୋକେ ଯିବା ଆସିବା କରୁଛନ୍ତି । ଏହି ନଦୀ ଉପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ମାଣ କରାଯାଇଛି ତିନୋଟି କାଠ ବାଉଁଶ ର ପୋଲ । ଏହି ପୋଲ ଉପରେ ଦୁଇ ଜିଲ୍ଲାର ଶହ ଶହ ଅଧିବାସୀ ପ୍ରତିଦିନ ଯିବା ଆସିବା କରୁଛନ୍ତି । ବହୁ ସମୟରେ  ରୋଗୀଙ୍କୁ ଏହି ପୋଲ ମାଧ୍ୟମରେ କଷ୍ଟ ସହି ଯିବାକୁ ପଡୁଛି । ଏନେଇ ଅଞ୍ଚଳ ବାସୀ ବହୁବାର ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ ପୋଲ ନିର୍ମାଣକାର୍ଯ୍ୟ ଶେଷ ହେଇପାରୁନାହିଁ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ଅଠିକି ଥିଲା ୨୦୧୯ ଶେଷ ସୁଦ୍ଧା ସରିଯିବ ବୋଲି କହିଛନ୍ତି ।

ବାଇଟ-୧-ରୀନା ରାଣୀ ପରିଡା(ଅଞ୍ଚଳବାସୀ)

ବାଇଟ-୨-ସଦାଶିବ ମହାପାତ୍ର(ସ୍ଥାନୀୟ ବାସିନ୍ଦା)

ବାଇଟ-୩-ପ୍ରଫୁଲ୍ଲ ମହାନ୍ତ (ଅଞ୍ଚଳବାସୀ)

ବାଇଟ-୪-ସତ୍ୟଜିତ ଚକ୍ରବର୍ତ୍ତୀ(ଅଧିକ୍ଷଣ ଯନ୍ତ୍ରୀ,ଗ୍ରାମ୍ୟ ନିର୍ମାଣ ବିଭାଗ)

ପିଟିସି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.