ETV Bharat / business

ବିନା ଡେବିଡକାର୍ଡରେ ଏଟିଏମରୁ ଉଠାନ୍ତୁ ଟଙ୍କା !

ଏଟିଏମରୁ ଟଙ୍କା ଉଠାଣ ପାଇଁ ଆଉ ଦରକାର ପଡିବନି ଡେବିଟ କାର୍ଡ । ବାସ ଗୋଟିଏ ପାସୱାର୍ଡ କ୍ଲିକରେ ଆପଣଙ୍କ ହାତରେ ପହଞ୍ଚିବ ଟଙ୍କା ।

author img

By

Published : Mar 16, 2019, 4:46 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ଖୁସିଖବର । ଏଟିଏମରୁ ଟଙ୍କା ଉଠାଣ ପାଇଁ ଆଉ ଦରକାର ପଡିବନି ଡେବିଟ କାର୍ଡ । ବାସ ଗୋଟିଏ ପାସୱାର୍ଡ କ୍ଲିକରେ ଆପଣଙ୍କ ହାତରେ ପହଞ୍ଚିବ ଟଙ୍କା । ଶୁକ୍ରବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ଏ ନେଇ ସୂଚନା ଦେଇଛି ।

ଡେବିଟ କାର୍ଡ ନେବା ଆଣିବା ଝିନଝଟରୁ ମିଳିଲା ମୁକ୍ତି । କାର୍ଡଲେସରେ ମିଳିବ ଟଙ୍କା । ଏହା ଦ୍ବାରା ଆପଣଙ୍କୁ କାର୍ଡ ଭୁଲିବା କିମ୍ବା ରଖିବା ନେଇ କୌଣସି ଡର ରହିବ ନାହିଁ । ଏହାର ନାମ 'ୟୋନା କ୍ୟାସ' ରଖାଯାଇଛି । ତେବେ ଏଥିରେ ଟ୍ରାଞ୍ଜାକ୍ସନ ନେଇ ରହିଛି କିଛି ଲିମିଟ । ଦୈନିକ 2 ଥର ଲେଖାଏଁରେ 10 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଉଠାଣ କରିପାରିବେ ନାହିଁ ।

ଏବେ ସୁଦ୍ଧା 16,500 ଏଟିଏମରଏ ଏହି ସୁବିଧା ଉପଲବ୍ଧ ରହିଛି । ଅନ୍ୟ ସବୁ ଏଟିଏମରେ ଏହି ସୁବିଧାର ଅପଡେଟ ହେଲା ପରେ ଆସନ୍ତା 3ରୁ 4 ମାସ ମଧ୍ୟରେ ସମଗ୍ର ଦେଶର 60,000 ଏଟିଏମରେ ଗ୍ରାହକ ଏହା ଜରିଆରେ ଟଙ୍କା ଉଠାଇପାରିବେ । ଏ ନେଇ ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଜଣାଇଛନ୍ତି ।

କିପରି ପାଇବେ ଟଙ୍କା
- ୟୋନୋ ଆପ୍‌ ଡାଉନଲୋଡ କରନ୍ତୁ
- ନେଣଦେଣ ପାଇଁ 6 ଅଙ୍କ ବିଶିଷ୍ଟ ଏକ ପାସୱାର୍ଡ ଜେନେରେଟ କରନ୍ତୁ
- ଜେନେରେଟ ହୋଇଥିବା ପିନକୁ ଅଧଘଣ୍ଟା ମଧ୍ୟରେ ଆପଣ ବ୍ୟବହାର କରି ନିକଟସ୍ଥ ଏସବିଆଇ ଏଟିଏମକୁ ଯାଇ ଟଙ୍କା ଉଠାଇପାରିବେ ।

ସାର ନମସ୍କାର,
ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାଉଣ୍ଟର ବାଇଟ ଏଡ୍ କରି ଦେଇଛି।
ଧନ୍ୟବାଦ
ସଂଜୟ କୁମାର ପରିଡ଼ା
ରାଇରଙ୍ଗପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.