ETV Bharat / business

କର୍ପୋରେଟ ଟ୍ୟାକ୍ସ ହ୍ରାସ: ଖୋଲିଲା ଭଣ୍ଡାର, ବଢିବ ଅଭିବୃଦ୍ଧି ହାର !

author img

By

Published : Sep 20, 2019, 5:39 PM IST

କର୍ପୋରେଟ ଟ୍ୟାକ୍ସ ହ୍ରାସକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ବାଗତ । ଏଥିଯୋଗୁଁ ଦ୍ବିତୀୟ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ ବୃଦ୍ଧି ପାଇବ ବୋଲି ଆଶାବାଦୀ ଶକ୍ତିକାନ୍ତ । ତେବେ ଏଥିରୁ ରେପାରେଟ ଦର ହ୍ରାସ ନେଇ ମଧ୍ୟ ଅନୁମାନ ରହିଛି ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟମ୍ବର)ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ବୃଦ୍ଧି ପାଇବ । କାରଣ ସରକାର ଖର୍ଚ୍ଚ କରିବା ଆରମ୍ଭ କରିଦେଲେଣି । ଫଳରେ ପ୍ରଥମ ତୁଳନାରେ ଦ୍ବିତୀୟ ତ୍ରୟମାସରେ ବିକାଶ ହାର ଭଲ ରହିବା ରହିବ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ପ୍ରଥମ ତ୍ରୟମାସରେ ଜିଡିପି 5 ପ୍ରତିଶତକୁ ଖସି 6 ବର୍ଷର ସର୍ବନିମ୍ନରେ ପହଞ୍ଚିଥିଲା । ଆଉ ଏଥିପାଇଁ ସରକାର ଦାୟୀ ବୋଲି ଶକ୍ତିକାନ୍ତ ଦର୍ଶାଇଥିଲେ । ହେଲେ ଆଜି(ଶୁକ୍ରବାର) ଅର୍ଥମନ୍ତ୍ରୀଙ୍କ କର୍ପୋରେଟ ଟ୍ୟାକ୍ସ ହ୍ରାସ ପଦକ୍ଷେପ ଯୋଗୁଁ ଚାରିଆଡୁ ସ୍ବାଗତ କରାଯାଇଛି । ଶକ୍ତିକାନ୍ତ ମଧ୍ୟ ଆଗାମୀ ଅଭିବୃଦ୍ଧିର ଅନୁମାନ କରି ଜିଡିପି ବଢିବ ବୋଲି ଆଶାବାଦୀ ଅଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ଏହା ଏକ ବଡ ନିଷ୍ପତ୍ତି । ଏଦାଦ୍ବାରା ସବୁ କ୍ଷେତ୍ରରୁ ଫାଇଦା ମିଳିବ । ତେବେ ଆଗକୁ ରେପୋରେଟ ଦର ମଧ୍ୟ ହ୍ରାସ ପାଇବା ନେଇ ମଧ୍ୟ ସଙ୍କେତ ମିଳିଛି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.