ETV Bharat / business

କ୍ଷୁଦ୍ରଶିଳ୍ପକୁ ଋଣ ଦେବାକୁ ତତ୍ପର ବ୍ୟାଙ୍କ, ସୁନିଶ୍ଚିତ କଲେ ଅର୍ଥମନ୍ତ୍ରୀ

ବ୍ୟାଙ୍କ ମିଶ୍ରଣ ସୂଚାରୁ ରୂପେ ଚାଲିଛି । ବ୍ୟାଙ୍କର ଋଣ କ୍ଷମତାକୁ ବୃଦ୍ଧି ପାଇଁ ସମସ୍ତ ଚେଷ୍ଟା ଚାଲିଛି । ବିଶେଷ କରି କ୍ଷୁଦ୍ର ଶିଳ୍ପ ଓ ବେପାରୀଙ୍କୁ ଦରକାର ସମୟରେ ଋଣ ଦେବା ପାଇଁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ-ଏଏନଆଇ
author img

By

Published : Oct 14, 2019, 6:55 PM IST

ନୂଆଦିଲ୍ଲୀ: କ୍ଷୁଦ୍ର ବ୍ୟବସାୟୀଙ୍କୁ ଦରକାର ସମୟରେ ନଗଦ ଯୋଗାଇଯିବ । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୌଗ(ଏମଏସଇ)ର ବିଲ ଡିସକାଉଣ୍ଟ ସୁବିଧା ଅଧିନରେ କମ ସୁଧରେ ଋଣ ଦିଆଯିବ । ଏନେଇ ସୋମବାର ରାଷ୍ଟ୍ରାୟତ ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବୈଠକରେ କ୍ଷୁଦ୍ର ଶିଳ୍ପକୁ ଋଣ ବିତରଣ ଓ ବିଭିନ୍ନ ପ୍ରମୁଖ ବିଷୟରେ ଚର୍ଚ୍ଚା କରାଯାଇଛି।

କର୍ପୋରେଟ ମନ୍ତ୍ରାଣଳୟରେ ବଡବଡ କମ୍ପାନୀର ଦାଏର କରିଥିବା ରିଟର୍ଣ୍ଣ ଅନୁସାରେ, ଏହି ବଡ କମ୍ପାନୀ ଉପରେ ଏମଏସଇ ସେକ୍ଟରର 40,000 କୋଟିରୁ ଉର୍ଦ୍ଧ୍ବ ଟଙ୍କା ବକେୟା ରହିଛି । ଦୀପାବଳୀ ପୂର୍ବରୁ ଯେପରି ଏହି ବକେୟା ଭରିବାକୁ ଚେଷ୍ଟା କରାଯାଉଛି ବୋଲି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେହିପରି ବ୍ୟାଙ୍କ ମିଶ୍ରଣ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସବୁକିଛି ସୂଚାରୁ ରୂପେ ଚାଲିଛି । ବ୍ୟାଙ୍କ ବୋର୍ଡ ପକ୍ଷରୁ ଏହି ମିଶ୍ରଣ ପ୍ରକ୍ରିୟାରୁ ସଠିକ ଭାବେ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

ଅର୍ଥ ସଚିବ, ଶିଳ୍ପପତି, କୃଷକ ଓ ଅନ୍ୟ ଆବଶ୍ୟକୀୟ ଲୋକଙ୍କୁ ଋଣ ଉପଲବ୍ଧ କରିବା ପାଇଁ ମୁକ୍ତ ଋଣ ମେଳା ଆୟୋଜନ କରାଯାଇ 9 ଦିନରେ ମୋଟ 81,781 କୋଟି ଟଙ୍କା ବିତରଣ ହୋଇଛି । ଏଥିରେ 34,342 କୋଟି ଟଙ୍କା ନୂଆ ଋଣ ରହିଥିବା ନେଇ ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି ।

ଅର୍ଥ ସଚିବ ଶିଳ୍ପପତି, କୃଷକ ଓ ଅନ୍ୟ ଆବଶ୍ୟକୀୟ ଲୋକଙ୍କୁ ଋଣ ଉପଲବ୍ଧ କରିବା ପାଇଁ ମୁକ୍ତ ଋଣ ମେଳା ଆୟୋଜନ କରାଯାଇ 9 ଦିନରେ ମୋଟ 81,781 କୋଟି ଟଙ୍କା ଋଣ ବିତରଣ ହୋଇଛି । ଏଥିରେ 34,342 କୋଟି ଟଙ୍କା ନୂଆ ଋଣ ରହିଥିବା ନେଇ ଅର୍ଥ ସଚିବ ରାଜୀବ କୁମାର ସୂଚନା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.