ETV Bharat / business

ନୀରବଙ୍କୁ ଝଟକା, 5 ସେକେଣ୍ଡରେ 100 କୋଟିର ବଙ୍ଗଳା ଧ୍ୱଂସ - Nirav Modi

ବିସ୍ଫୋରଣରେ ଭଙ୍ଗିଲା ମୋଦିଙ୍କ ବିଶାଳ ବଙ୍ଗଳା । ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା କାମ । ସ୍ବତନ୍ତ୍ର ଟେକ୍ନୋଲୋଜି ଟିମ ଆସି ବିସ୍ଫୋରଣ କରି ବଙ୍ଗଳାର ପୋଲ ଗୁଡିକୁ ଭାଙ୍ଗିବାକୁ ଲାଗିପଡିଥିଲେ ।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : Mar 8, 2019, 10:47 PM IST

ନୂଆଦିଲ୍ଲୀ: ବିସ୍ଫୋରଣରେ ଭଙ୍ଗିଲା ମୋଦିଙ୍କ ବିଶାଳ ବଙ୍ଗଳା । ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା କାମ । ସ୍ବତନ୍ତ୍ର ଟେକ୍ନୋଲୋଜି ଟିମ ଆସି ବିସ୍ଫୋରଣ କରି ବଙ୍ଗଳାର ପୋଲ ଗୁଡିକୁ ଭାଙ୍ଗିବାକୁ ଲାଗିପଡିଥିଲେ । ନ୍ୟୁଜ ଏଜେନ୍ସି ଏଏନଆଇ ଏହାର ଭିଡିଓ ଜାରି କରିଛି ।

ନୀରବ ମୋଦିଙ୍କ 100 କୋଟିର ଏହି ବଙ୍ଗଳାଟି ଏତେ ମଜବୁତ କି , ତାହାକୁ ଜେସିବି ମେସିନ ମଧ୍ୟ ଭାଙ୍ଗି ପାରୁନାହିଁ । ଏଥିଯୋଗୁଁ ଜାନୁଆରୀ ମାସ ଶେଷ ସପ୍ତାହରେ ବଙ୍ଗଳା ଭାଙ୍ଗିବା କାମ ସଫଳ ହୋଇପାରିନଥିଲା । ଏଣୁ ଏହାକୁ ବ୍ଲାଷ୍ଟ କରି ଧ୍ବଂସ କରାଯିବ ବୋଲି ରାୟଗଡ଼ ଜିଲ୍ଲାପାଳ ବିଜୟ ସ୍ବର୍ଯ୍ୟବଂଶୀ ସୂଚନା ଦେଇଥିଲେ ।

ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କ ମୁମ୍ବାଇର ଆଲିବାଗରେ 20ହଜାର ବର୍ଗଫୁଟ ପରିସର ମଧ୍ୟରେ ଏକ ବିଳାସମୟ ବଙ୍ଗଳା ରହିଥିଲା । ହେଲେ ଏହି ବଙ୍ଗଳା ବେଆଇନ ଭାବେ ନିର୍ମାଣ କରାଯାଇଥିବା ନେଇ ସରକାରୀ ସୁତ୍ରରୁ ଜଣାପଡିଥିଲା । ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ପକ୍ଷରୁ ବଙ୍ଗଳାକୁ ବେଆଇନ ବୋଲି ଘୋଷିତ କରାଯାଇଥିଲା । ଏହି ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଙ୍ଗଳାର ବହୁ ମୂଲ୍ୟବାନ ସାମଗ୍ରୀକୁ ବାହାର କରି ଜିଲ୍ଲାପାଳଙ୍କ ଅଫିସରେ ରଖିଦିଆଯାଇଛି ।

slug-vvpat mock
format-avo
report-sadasiba patra
place-Phulabani(Kandhamal)
date-6.3.2019
କନ୍ଧମାଳ ଜିଲାରେ ମତଦାନ ହାର ବୃଦ୍ଧି ପାଇଁ ସମସ୍ତ ପ୍ରଚେଷ୍ଟା ଜାରିରଖିଛି ପ୍ରଶାସନ  । ଆଜି ଦ୍ବିତୀୟ ପର୍ଯ୍ୟାୟ ଭିଭିପ୍ଯାଟ୍ ସଚେତନ ରଥକୁ ଜିଲାପାଳ ଡା.ବୃନ୍ଦା ଡି ଉଦଘାଟନ କରିଛନ୍ତି  । ଜିଲାର ସମସ୍ତ 171 ପଞ୍ଚାୟତର ଲୋକଙ୍କୁ ସଚେତନ କରିବ ଏହି ଭିଭିପ୍ୟାଟ୍ ରଥ  । ଏପରିକି ଗୋଟିଏ ଗୋଟିଏ ଗାଁରେ ଶହେଟି ମକ୍ ପୋଲ କରି ଲୋକଙ୍କୁ ଦେଖାଇବ  । ମାର୍ଚ୍ଚ ମାସ ତମାମ ଜିଲାର ସମସ୍ତ ଗାଂକୁ ବୁଲିବ ରଥ  । 
...........
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.