ETV Bharat / business

ଗଭୀର ସଙ୍କଟରେ ଭାରତର ଅର୍ଥ ବ୍ୟବସ୍ଥା: ଏସ ଆଣ୍ଡ ପି

author img

By

Published : Jun 27, 2020, 5:13 PM IST

ଭାରତୀୟ ଅର୍ଥନୀତି ଗଭୀର ସଙ୍କଟରେ ପଡିଛି । କୋରୋନା ଭାଇରସ ପ୍ରତିହିତରେ ଉପୁଜିଥିବା ସମସ୍ୟା, ଦୁର୍ବଳ ନୀତିଗତ ପ୍ରକ୍ରିୟା, ଆର୍ଥିକ କ୍ଷେତ୍ରରେ ଅସୁବିଧା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପାଞ୍ଚ ପ୍ରତିଶତ ହ୍ରାସ ପାଇପାରେ । ଅଧିକ ପଢନ୍ତୁ..

ଗଭୀର ସଙ୍କଟରେ ଭାରତ ଅର୍ଥବ୍ୟବସ୍ଥା : ଏସ ଆଣ୍ଡ ପି

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ଗଭୀର ସଙ୍କଟ ଦେଇ ଗତିକରୁଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 5 ପ୍ରତିଶତକୁ ସଙ୍କୁଚିତ ହୋଇପାରେ । ବୈଶ୍ବିକ ରେଟିଂ ଏଜେନ୍ସି ଏସ ଆଣ୍ଡ ପି ଏନେଇ ଆକଳନ କରିଛି ।

ଏସ ଆଣ୍ଡ ପି ରିପୋର୍ଟରେ କହିଛି କି, ଭାରତୀୟ ଅର୍ଥନୀତି ଗଭୀର ସଙ୍କଟରେ ପଡିଛି । କୋରୋନା ଭାଇରସ ପ୍ରତିହିତରେ ଉପୁଜିଥିବା ସମସ୍ୟା, ଦୁର୍ବଳ ପ୍ରକ୍ରିୟା ଓ ଅନ୍ୟାନ୍ୟ ଦୁର୍ବଳତା, ବିଶେଷକରି ଆର୍ଥିକ କ୍ଷେତ୍ରରେ ଅସୁବିଧା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପାଞ୍ଚ ପ୍ରତିଶତ ହ୍ରାସ ପାଇବ। ତେବେ ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୀତିର ସ୍ଥିତି ସୁଧୁରିବ ।

S&Pର ବାଲାନ୍ସ ଆକାଉଣ୍ଟରେ ମନ୍ଥରତା ହେତୁ ଏସିଆ-ପ୍ରଶାନ୍ତର କ୍ଷତି 3000 ଅରବ ଡଲାର ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି ଯେ 2020 କେ ଆଞ୍ଚଳିତ ଅର୍ଥବ୍ୟବସ୍ଥାରେ 1.3 ପ୍ରତିଶତ ହ୍ରାସ ଦେଖାଦେବ । ହେଲେ 2021ରେ ଏହା 6.9 ପ୍ରତିଶତ ହାରରେ ବଢିବ । ଅର୍ଥାତ ଏହି 2 ବର୍ଷରେ ପ୍ରାୟ 3,000 ଅରବ ଡଲାର କ୍ଷତି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.