ETV Bharat / business

ଅନଲାଇନ ସପିଂ ତାଲିକା, ଭାରତ ସ୍ଥାନ 73

ଅନଲାଇନ କ୍ରୟ ତାଲିକାରେ ଭାରତର ଭଲ ପ୍ରଦର୍ଶନ । ଦିନକୁ ଦିନ ଇ-କମର୍ସ ବାଣିଜ୍ୟକୁ ପ୍ରୋତ୍ସାହନ ମିଳୁଥିବାରୁ ଭାରତ 6 ସ୍ଥାନ ଉପରକୁ ଉଠି 73 ନମ୍ବରରେ ପହଞ୍ଚିଛି ।

india ranks 73rd in un index assessing e-commerce readiness
ଅନଲାଇନ ସପିଂ ତାଲିକା, ଭାରତ ସ୍ଥାନ 73
author img

By

Published : Dec 5, 2019, 3:51 PM IST

ନୂଆଦିଲ୍ଲୀ: ଅନଲାଇନ କ୍ରୟକୁ ପ୍ରୋତ୍ସାହିତ କରିବା ତାଲିକାରେ ଭାରତର ଲମ୍ବା ଲମ୍ଫ । 6ଟି ସ୍ଥାନ ଉପରକୁ ଉଠି 73 ନମ୍ବରରେ ପହଞ୍ଚିଛି ଭାରତ ।

ବ୍ୟାପାର ଏବଂ ବିକାଶ ଉପରେ ସଂଯୁକ୍ତରାଷ୍ଟ୍ର ସମ୍ମିଳନୀର କାରବାରରୁ ଉପଭୋକ୍ତା ଇ-ବାଣିଜ୍ୟ ସୂଚକାଙ୍କ 2019ରେ 152 ଦେଶର ପ୍ରଦର୍ଶନ ଆଧାରରେ ଏହି ରାକିଙ୍ଗ ପ୍ରସ୍ତୁତ ହୋଇଛି ।

ତେବେ ନେଦରଲ୍ୟାଣ୍ଡ ଲଗାତାର ଦ୍ବିତୀୟ ଥର ଏହି ସୂଚକାଙ୍କର ଶୀର୍ଷରେ ରହିଛି । ସେହିଭଳି ଟପ 10 ଭିତରୁ 8 ନମ୍ବରରେ ଇଉରୋପୀୟ ଦେଶ କାବିଜ ରହିଥିଲା ବେଳେ ତୃତୀୟରେ ସିଙ୍ଗାପୁର, ଦଶମରେ ଅଷ୍ଟ୍ରେଲିଆ ରହିଛି ।

ପ୍ରକାଶ ଯେ, 2018 ମସିହାରେ ଭାରତ ଏହି ତାଲିକାରେ 80 ନମ୍ବରରେ ରହିଥିଲା ବେଳେ 2017ରେ 83 ରେ ଥିଲା । ଭାରତ ଠାରୁ ଭଲ ପ୍ରଦର୍ଶନ କରୁଥିବା ଦେଶ ମଧ୍ୟରେ ଇରାନ(42), କାଜକସ୍ଥାନ(57), ଅଜରବେଜନାନ(62), ଭିଏତନାମ(64) ରହିଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.