ETV Bharat / business

ଭାରତୀୟ ଅର୍ଥବ୍ୟବସ୍ଥାରେ ଐତିହାସିକ ହ୍ରାସ ଅନୁମାନ କରିଛି IMF

author img

By

Published : Jun 24, 2020, 8:28 PM IST

କୋରୋନା ସଙ୍କଟ ଯୋଗୁଁ ଏ ବର୍ଷ ଅର୍ଥବ୍ୟବସ୍ଥାରେ ଐତିହାସିକ ହ୍ରାସ ଅନୁମାନ କରିଛି ଆଇଏମଏଫ । 2020ରେ ଭାରତୀୟ ଅର୍ଥବ୍ୟବସ୍ଥା 4.5 ପ୍ରତିଶତ ଖସିବ ବୋଲି ବୁଧବାର ରିପୋର୍ଟ ପ୍ରକାଶ କରିଛି ଆଇଏମଏଫ । ଅଧିକ ପଢନ୍ତୁ..

ଭାରତୀୟ ଅର୍ଥବ୍ୟବସ୍ଥାରେ ଐତିହାସିକ ହ୍ରାସ ଅନୁମାନ କରିଛି  IMF
ଭାରତୀୟ ଅର୍ଥବ୍ୟବସ୍ଥାରେ ଐତିହାସିକ ହ୍ରାସ ଅନୁମାନ କରିଛି IMF

ୱାଶିଂଟନ: 2020ରେ ଭାରତୀୟ ଅର୍ଥବ୍ୟବସ୍ଥା 4.5 ପ୍ରତିଶତ ହ୍ରାସ ହେବ । ଯାହାକି ଏକ ‘ଐତିହାସିକ ହ୍ରାସ ’ । ବୁଧବାର ଏ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଅନୁମାନ କରିଛି ।

ମାରାତ୍ମକ କୋରୋନା ମହାମାରୀ ଆର୍ଥିକ ଗତିବିଧିକୁ ଠପ କରିଦେଇଛି । ଆଉ ଏହାର ପ୍ରଭାବ ଦେଶର ଅଭିବୃଦ୍ଧି ଉପରେ ପଡୁବ। ତେବେ 2021ରେ ଦେଶ 6 ପ୍ରତିଶତ ବିକାଶ ଦର ସହ ପୁଣି ଟ୍ରାକକୁ ଫେରିବା ଆଶା ରହିଛି ବୋଲି ଆଇଏମଏଫ ଦର୍ଶାଇଛି ।

ଆଇଏମଏଫ 2020ରେ ବୈଶ୍ବିକ ବିକାଶ ଦର -4.9 ପ୍ରତିଶତ, 2020 ଏପ୍ରିଲରେ ବୈଶ୍ବିକ ଆଉଟଲୁକ ପୂର୍ବାନୁମାନର 1.9 ପ୍ରତିଶତ ପଏଣ୍ଚ ତଳେ ରହିବା ଅନୁମାନ କରିଛି ।

ଆଇଏମଏଫର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ ଭାରତୀୟ ଗୀତା ଗୋପିନାଥ କହିଛନ୍ତି କି, ‘‘ ଆମେ 2020ରେ -4.5 ପ୍ରତିଶତ ତୀବ୍ର ସଂକୋଚନ ଅନୁମାନ କରୁଛୁ । ଏହି ସଙ୍କଟର ଅଦୃଶ୍ୟ ପ୍ରକୃତିକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ପ୍ରଭାବ ଦେଶରେ ରହିଛି । ଏହି ଆନୁମାନିକ ସଙ୍କୋଚନ(ଭାରତର ଅଭିବୃଦ୍ଧି ହ୍ରାସ) ଏକ ଐତିହାସିକ ହ୍ରାସ ।

ପ୍ରଥମ ଥର ପାଇଁ 2020ରେ ସମସ୍ତ କ୍ଷେତ୍ରକୁ ନକରାତ୍ମକ ଅଭିବୃଦ୍ଧିର ଅନୁଭବ ନେବା ଅନୁମାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.