ETV Bharat / business

ଟଳମଳ ଅର୍ଥବ୍ୟବସ୍ଥା: ଆୟ ତୁଳନାରେ ବ୍ୟୟ ଅଧିକ

2018-19ରେ ଏପ୍ରିଲରୁ ଜାନୁଆରୀ ମଧ୍ୟରେ ଆର୍ଥିକ ନିୟଣ୍ଟ 7.7 ଲକ୍ଷ କୋଟି ରହିଛି । ଯାହାକି ମୋଟ ବଜେଟ ଆକଳନର ପାଖାପାଖି 121.5 ପ୍ରତିଶତ

author img

By

Published : Feb 27, 2019, 2:08 PM IST

Updated : Feb 27, 2019, 9:25 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଟଳମଳ ଅର୍ଥବ୍ୟବସ୍ଥା । ବ୍ୟୟ ଠାରୁ ଆୟ କମ । ହ୍ରାସ ପାଉଛି ରାଜସ୍ବ । ଲଗାମଛଡା ନିୟଣ୍ଟ ହାର । ସଙ୍କଟ ମୋଡରେ ଦେଶ ଅର୍ଥନୀତିର ହିସାବ ନିକାସ । ନିର୍ବାଚନ ପୂର୍ବରୁ ଆର୍ଥିକ ନିୟଣ୍ଟରେ ବୃଦ୍ଧି ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।

2018-19ରେ ଏପ୍ରିଲରୁ ଜାନୁଆରୀ ମଧ୍ୟରେ ଆର୍ଥିକ ନିୟଣ୍ଟ 7.7 ଲକ୍ଷ କୋଟିରେ ରହିଛି । ଯାହାକି ମୋଟ ବଜେଟ ଆକଳନ ପାଖାପାଖି 121.5 ପ୍ରତିଶତ । ପୂର୍ବରୁ ଆର୍ଥିକ ନିୟଣ୍ଟ ଲକ୍ଷ୍ୟ 6ଲକ୍ଷ 34 ହଜାର କୋଟି ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଥିଲା । ହେଲେ ବର୍ତ୍ତମାନର ଆର୍ଥିକ ରିପୋର୍ଟ ସରକାରଙ୍କ ପୂରା ହିସାବକୁ ଗଡବଡ କରିଦେଇଛି ।

୨୦୧୮ ଏପ୍ରିଲରୁ ୨୦୧୯ ଜାନୁଆରୀ ମଧ୍ୟରେ ୧୧ ଲକ୍ଷ ୮୧ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି । ହେଲେ ବ୍ୟୟ ହୋଇଛି 20 ଲକ୍ଷ ହଜାରେ କୋଟି ଟଙ୍କା । ଆୟ ତୁଳନାରେ ବ୍ୟୟ 9 ଲକ୍ଷ କୋଟି ଅଧିକ ରହିଥିବା ନିୟଣ୍ଟ ମଧ୍ୟ ବୃଦ୍ଧି ପାଇଛି ।

2019-20 ଆର୍ଥିକ ବର୍ଷ ପାଇଁ ଫେବୃଆରୀ ପହିଲାରେ ବଜେଟ ଉପସ୍ଥାପିତ ହୋଇଥିଲା । ଏଥିରେ ଘୋଷଣା ହୋଇଥିବା ସ୍ମିମ ଓ ଯୋଜନାକୁ ନଜରରେ ରଖି ସରକାର ଜିଡିପି ଟାର୍ଗେଟ ମଧ୍ୟ 3.4 ପ୍ରତିଶତ କରିଦେଇଥିଲେ । ଯାହାକି ପୂର୍ବରୁ 3.3 ପ୍ରତିଶତ ରହିଥିଲା ।

26.02.2019
Radhakanta Mohanty,Kendrapada(AVO)
Slug-Kendrapada IIC Transfer
Anchor-କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ନୀତିଶେଖର ଆଜି ଜିଲ୍ଲାରେ ଥିବା ବିଭିନ୍ନ ଥାନା ଅଧିକାରୀଙ୍କୁ ବଦଳି କରିବା ସହ ଜିଲ୍ଲାରେ ନୂଆକରି ଯୋଗଦାନ କରିଥିବା ଅଧିକାରୀ ମାନଙ୍କୁ ବିଭିନ୍ନ ଥାନାରେ ନିଯୁକ୍ତି ଦେଇଛନ୍ତି।ଆରକ୍ଷୀ ଅଧିକ୍ଷକଙ୍କ ଚିଠି ନଂ-୪୮୮/୨୫.୦୨.୨୦୧୯ ଅନୁସାରେ ହେଡ କ୍ୱାର୍ଟରରେ ଥିବା ତିନି ଅଧିକାରୀ ଦେବାଶିଷ ମିଶ୍ରଙ୍କୁ କେନ୍ଦ୍ରାପଡ଼ା ଟାଉନ,ମହେଶ୍ୱର ସେଠୀଙ୍କୁ କେନ୍ଦ୍ରାପଡ଼ା ସଦର,ଏ.ମାରାଣ୍ଡିଙ୍କୁ DCRBକୁ ବଦଳି କରାଯାଇଥିବା ବେଳେ ଟାଉନ ଥାନାରେ କାର୍ଯ୍ୟରତ ଅଧିକାରୀ ତପନ କୁମାର ନାୟକଙ୍କୁ ରାଜନଗର,ସଦର ଥାନା ଅଧିକାରୀ କାବୁଲି ବାରିକଙ୍କୁ ନିକିରାଇ,ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ପ୍ରମୋଦ ମଲ୍ଲିକଙ୍କୁ DIB DPOକୁ ବଦଳି କରାଯାଇଛି।ସେହିପରି ଜିଲ୍ଲାକୁ ବଦଳି ହୋଇ ଆସିଥିବା ଅଧିକାରୀ ଉମାକାନ୍ତ ନାୟକଙ୍କୁ ଡେରାବିଶ୍,ରାକେଶ କୁମାର ତ୍ରିପାଠୀଙ୍କୁ ଆଦର୍ଶ ଥାନା ପଟ୍ଟାମୁଣ୍ଡାଇ, ଶ୍ରୀକାନ୍ତ କୁମାର ବାରିକଙ୍କୁ ତାଳଚୁଆ ମେରାଇନ,ସସ୍ମିତା ବେହେରାଙ୍କୁ IUCAW ରେ ଅବସ୍ଥାପିତ କରାଯାଇଛି।ତେବେ ପାଟକୁରା, ଆଳି,ରାଜକନିକା,ମହାକାଳପଡ଼ା,ମାର୍ଶାଘାଇ, ଜମ୍ବୁ ମେରାଇନ ଥାନାର ଅଧିକାରୀଙ୍କର ବଦଳି କରାଯାଇନାହିଁ।
Last Updated : Feb 27, 2019, 9:25 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.