ETV Bharat / business

ଅଣାୟତ ବ୍ରିଟେନ ଅର୍ଥବ୍ୟବସ୍ଥା, ଜିଡିପି 20 ପ୍ରତିଶତ ହ୍ରାସ - britains economy

ବ୍ରିଟେନର ଦ୍ବିତୀୟ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 20.4 ପ୍ରତିଶତ ହ୍ରାସ ହୋଇଛି । ଯାହା ଫଳରେ ଦେଶର ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ଅଧିକ ପଢନ୍ତୁ..

corona recession britains economy in bad times 20 percent decline in gdp

author img

By

Published : Aug 12, 2020, 7:13 PM IST

ଲଣ୍ଡନ: କୋରୋନା ଭାଇରସ ମହାମାରୀକୁ ପ୍ରତିହିତ ପାଇଁ ବ୍ରିଟେନରେ ଲାଗୁ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥା ଗଭୀର ମାନ୍ଦାବସ୍ଥାରେ ପ୍ରବେଶ କରିଛି । ଦ୍ବିତୀୟ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 20.4 ପ୍ରତିଶତ ହ୍ରାସ ହୋଇଛି । ଯାହା ଫଳରେ ଦେଶର ମେରୁଦଣ୍ଡ ଦୁର୍ବଳ ହୋଇପଡିଛି ।

ବ୍ରିଟେନରେ ଲଗାତା 2 ତ୍ରୟମାସ ଧରି ବିକାଶ ଦର ନକରାତ୍ମକ ରହିଛି । ଏଥିଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଚାପରେ ରହିଥିବା ଅଫିସିଆଲି କୁହାଯାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ 2020 ର ପ୍ରଥମ ତ୍ରୟମାସରେ ଅର୍ଥବ୍ୟବସ୍ଥା 2.2. ପ୍ରତିଶତ ଖସିଛି ।

ଅନ୍ୟ ଦେଶ ତୁଳନାରେ ବ୍ରିଟେନର ପରିସଂଖ୍ୟାନ ଏଜେନ୍ସି ତ୍ରୟମାସିକ ଆକଳନ ସହ ମାସିକ ରିପୋର୍ଟ ଜାରି କରିଥାଏ । ଆଉ ଏହି ମାସିକ ତଥ୍ୟରୁ ଜଣାପଡିଛି କି ଅର୍ଥବ୍ୟବସ୍ଥା ସୁଧୁରିପାରେ । ଏ ନେଇ ଆଶା ଦେଖାଦେଇଛି ।

ଜୁନ ମାସରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାଲ ଖୋଲିବାକୁ ଅନୁମତି ଦେବା ପରେ ବ୍ରିଚଟେନ ଅର୍ଥନୀତି 8.7 ପ୍ରତିଶତ ହାରରେ ବୃଦ୍ଧି ପାଇଛି । ବ୍ରିଟେନ ସରକାର ଆଶା କରୁଛନ୍ତି ଯେ ଅର୍ଥନୀତି ଖୋଲିବା ସହ କାର୍ଯ୍ୟକାରିତା ସହଜ ହୋଇଥିବାରୁ ଅଧିକ ସୁଧାର ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.