ETV Bharat / business

ବ୍ୟାଙ୍କ ମିଶ୍ରଣକୁ କର୍ମଚାରୀଙ୍କ ବିରୋଧ

10 ସରକାରୀ ବ୍ୟାଙ୍କର ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧ । ଏଥିପାଇଁ ଶନିବାର ଅଖିଳ ଭାରତୀୟ କର୍ମଚାରୀ ସଂଘର ସଦସ୍ୟମାନେ କଳା ବ୍ୟାଚ ପିନ୍ଧି କାମ କରିଛନ୍ତି । ଆଗକୁ ବିଶାଳ ରାଲି ନେଇ ଯୋଜନା କରୁଛନ୍ତି କର୍ମଚାରୀ ।

author img

By

Published : Aug 31, 2019, 7:40 PM IST

ପ୍ରତିକାତ୍ମକ ଫଟୋ

ଚେନ୍ନାଇ: 10 ସରକାରୀ ବ୍ୟାଙ୍କର ମିଶ୍ରଣକୁ ବିରୋଧ । ଶନିବାର ଅଖିଳ ଭାରତୀୟ କର୍ମଚାରୀ ସଂଘର ସଦସ୍ୟମାନେ କଳା ବ୍ୟାଚ ପିନ୍ଧି କାମ କରିଛନ୍ତି ।

ସଂଘର ମହାସଚିବ ସି.ଏଚ ୱେଙ୍କଟଚାଲମ କହିଛନ୍ତି ଯେ, ସରକାରଙ୍କ ଏହି ନିର୍ଣ୍ଣୟ ଭୁଲ ସମୟରେ ନିଆଯାଇଛି । ଏହାର ସମୀକ୍ଷା କରିବା ନିହାତି ଜୁରୁରୀ । ଆଗକୁ ଏହାର ପ୍ରତିବାଦ କରି ଏକ ରାଲି ମଧ୍ୟ କରାଯିବାକୁ ଯୋଜନା ରହିଛି । ଏହି ମହାମିଶ୍ରଣର ଅର୍ଥ 6 ବ୍ୟାଙ୍କରେ ତାଲା ପଡିବ । ଫଳରେ ବହୁ କର୍ମଚାରୀ ଚାକିରି ହରାଇପାରନ୍ତି ।

ପ୍ରକାଶ ଥାଉ ଯେ, 10ଟି ସରକାରୀ ବ୍ୟାଙ୍କର ବିଲୟ କରି 4 ବୃହତ ବ୍ୟାଙ୍କ କରି ସରକାର ମୋଟ 12ଟି ରାଷ୍ଟ୍ରାୟତ ବ୍ୟାଙ୍କ ରଖିବାକୁ ନିର୍ଣ୍ଣୟ ନେଇଛନ୍ତି । ଏଥିପାଇଁ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 55 କୋଟିର ପୁଞ୍ଜି ରାଶି ବି ଘୋଷଣା କରିଛନ୍ତି ।

Intro:Body:

BLANK FOR GALLERY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.