ETV Bharat / business

66% ଭାରତୀୟ ଚଳେଇ ପାରୁନାହାନ୍ତି ଘର: ସର୍ଭେ - ians c voter survey

ମହଙ୍ଗା ମାଡ ଭିତରେ ଲଦି ହୋଇପଡିଥିବା ଧୀମା ଅର୍ଥବ୍ୟବସ୍ଥା ଉପରେ କରାଯଇଥିବା ସର୍ଭେରୁ ଖୁଲାସା ହୋଇଛି ଆଶ୍ଚର୍ଯ୍ୟରକର ତଥ୍ୟ । ସ୍ଥିତି ଏପରି କି ଦେଶର ପ୍ରାୟ 66 ପ୍ରତିଶତ ଲୋକ ନିଜ ଘର ଚଳେଇବା ପାଇଁ ସାମର୍ଥ୍ୟ ନୁହଁନ୍ତି ।

66% indian facing difficulties in their daily spend ians c voter survey
66% ଭାରତୀୟ ଚଳେଇପାରୁନାହାନ୍ତି ଘର: ସର୍ଭେ
author img

By

Published : Jan 30, 2020, 8:26 PM IST

ନୂଆଦିଲ୍ଲୀ: ସ୍ଥିତି ଦୟନୀୟ । ନିଯୁକ୍ତି ନାହିଁ । ପକେଟ ଖାଲି । ଉପରେ ପୁଣି ଦିନକୁ ଦିନ ଦରଦାମ ବଢିବାରେ ଲାଗିଛି । ଫଳରେ ଘର ଚଳାଇବା କଷ୍ଟକର ହୋଇପଡିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର ପ୍ରାୟ 66 ପ୍ରତିଶତ ଲୋକ ସେମାନଙ୍କ ଘର ଖର୍ଚ୍ଚ ଉଠାଇବାକୁ ସାମର୍ଥ୍ୟ ନୁହଁନ୍ତି । ମହଙ୍ଗା ମାଡ ଭିତରେ ଲଦି ହୋଇପଡିଥିବା ଧୀମା ଅର୍ଥବ୍ୟବସ୍ଥା ଉପରେ କରାଯଇଥିବା ସର୍ଭେରୁ ଏହି ଖୁଲାସା ହୋଇଛି ।

ଲୋକଙ୍କ କହିବା ଅନୁଯାୟୀ, ଦରମା ଯେତିକି ଥିଲା ସେତିକି ରହିଛି । ଅଥବା ମହଙ୍ଗା ମାଡ ଅତିଷ୍ଠ କରିଦେଇଛି । ଯାହାର ପ୍ରଭାବ ସେମାନଙ୍କ ଖର୍ଚ୍ଚ ଉପରେ ପଡିଛି । ଆଇଏଏନଏସ-ସି ଭୋଟର ସର୍ବେକ୍ଷଣ ଅନୁସାରେ, ମୋଟ 65.8% ଲୋକଙ୍କ କହିବା ଅନୁଯାୟୀ ଦୈନିନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇଛି ।

ଗତ ବର୍ଷ ଜାରି ହୋଇଥିବା ବେକାରୀ ହାର 45 ବର୍ଷର ସର୍ବୋଚ୍ଚରେ ପହଞ୍ଚିଥିଲା । ଏହା ଉପରେ ପୁଣି ଦେଶର ଆର୍ଥିକ ଅବିବୃଦ୍ଧି ହାର କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ବଡ ବଡ ଉଦ୍ୟୋଗରରେ ମଧ୍ୟ ଏହାର ପ୍ରଭାବ ରହିଛି । ବିଭିନ୍ନ ସେକ୍ଟର ସଙ୍କଟ ଦେଇ ଗତି କରୁଛିବାକୁ କର୍ମଚାରୀହଙ୍କୁ ଛଟେଇ କରୁଛନ୍ତି । ଚିନ୍ତାଜନକ କଥା ଯେ, ଚଳିତ ଆର୍ଥିକ ବର୍ଷ ମଧ୍ୟ ଦେସର ସ୍ଥିତିକୁ ନେଇ ଲୋକଙ୍କ ଦୃଷ୍ଟିକୋଣ ନକରାତ୍ମକ ରହିଛି । ଏଥିରୁ ଜଣାପଡେ କି 2020ରେ ମଧ୍ୟ ଲୋକ ଜୀବନମାନରେ ସୁଧାର ପାଇଁ ଆଉ ଆଶା ରଖିନାହାନ୍ତି ।

ଆଇଏଏନଏସ

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.