ETV Bharat / business

ଆସୁଛି 5ଜି ନେଟୱାର୍କ, ଆକାଶଛୁଆଁ ହେବ ଆର୍ଥିକ ଅଭିବୃଦ୍ଧି ସ୍ତର

ବିଶ୍ବସନୀୟ ପ୍ରଭାବ ରହିବ 5ଜି ନେଟୱାର୍କର । ଯାହାକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ପ୍ରମାଣିତ ହେବ। ଶୁକ୍ରବାର ଟ୍ରାଇ(ଟେଲିକମ‍‌ ନିୟାମକ ପ୍ରାଧିକରଣ) ପକ୍ଷରୁ ଏଭଳି ଭବିଷ୍ୟବାଣୀ କରାଯାଇଛି।

ପ୍ରତିକାତ୍ମକ ଫଟୋ
author img

By

Published : Feb 27, 2019, 9:43 PM IST

ନୂଆଦିଲ୍ଲୀ: ଅବିଶ୍ବସନୀୟ ପ୍ରଭାବ ରହିବ 5ଜି ନେଟୱାର୍କର । ବଦଳାଇଦେବ ଜନଜୀବନର ଗତିପଥ । ଉପରମୁହାଁ ହେବ ଆର୍ଥିକ ଅଭିବୃଦ୍ଧି ରେଖା । ଯାହାକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ପ୍ରମାଣିତ ହେବ। ଶୁକ୍ରବାର ଟ୍ରାଇ(ଟେଲିକମ‍‌ ନିୟାମକ ପ୍ରାଧିକରଣ) ପକ୍ଷରୁ ଏଭଳି ଭବିଷ୍ୟବାଣୀ କରାଯାଇଛି।

5ଜି ଲାଗୁ କରିବାକୁ ନେଇ ଏକ ଶ୍ବେତପତ୍ରରେ ଟ୍ରାଇ ଜଣାଇଛି ଯେ, ଟେଲିସର୍ଜରୀ ଓ ନିଜସ୍ବ ଭାବେ ଚାଳିତ ବହୁ ଯାନବାହନ ଆଦିରେ କ୍ଷେତ୍ରରେ ନୂଆ କ୍ଷମତା ଆସିବ। ଆଉ ଏଥିପାଇଁ ସେହିପରି ନିବେଶ ମଧ୍ୟ କରିବାକୁ ପଡିବ।

ଏଥିସହ ଏହି ଶ୍ବେତପତ୍ରରେ 5ଜି ଦୃଷ୍ଟିକୋଣରେ ସ୍ପେକ୍ଟ୍ରମର ଉପଲବ୍ଧି ସବୁଠୁ ଗୁରୁତ୍ବପୂର୍ଣ୍ଣ।

Intro:ରାଉରକେଲା- କୁଆରମୁଣ୍ଡା ଡୋନ ବୋସ୍କୋ ସ୍କୁଲ ର ଏକ 7ମ ଶ୍ରେଣୀ ର ଛାତ୍ର ଅରୁଣ କୁମାର ଗୋପ ଗତ 5 ତାରିଖ ରୁ ନିଖୋଜ ଅଛି। 16 ତାରିଖ ଦିନ ଅରୁଣ ର ବାପା ପଡୁ ଗୋପ ଏକ ଏତଲା ଦେବା ପରେ ପୋଲିସ ଅପହରଣ ର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 10 ଦିନ ପରେ ସ୍କୁଲ ପ୍ରଶାସନ ମଧ୍ୟ ପୋଲିସ କୁ ସୂଚନା ଦେଇ ଥିଲେ।

Body:ଅରୁଣ ର ବାପା ପଡୁଗୋପ କୋଇଡା ଥାନା ର ତୋଡା ଅଂଚଳ ରେ ରୁହନ୍ତି। ଅରୁଣ ପାଖରେ ଗୋଟିଏ ଗ୍ରୀନ କାର୍ଡ ତଥା ମୋବାଇଲ ମିଳି ଥିଲା ତଥା ବ୍ରଦର ତାକୁ ପିଟିବେ ବୋଲି ସେ ଆର ଦିନ ଗୟାବ ହୋଇ ଯାଇ ଥିଲା।ଅରୁଣ ସ୍କୁଲ ପାଖ ରେ ଥିବା ଖବର ପାଇ ସ୍କୁଲ ର ଶିକ୍ଷକ ନ ଯାଇ ଗୋଟିଏ ଛାତ୍ରଙ୍କୁ ପଠାଇଥିଲେ ତଥା ଅରୁଣ ସେମାନଙ୍କୁ ପଥର ମାରି ପଡଇ ଥିଲା। ତା ପରଠାରୁ ସେ ମିଳୁନାହିଁ। ଅରୁଣ ର ଘର ଲୋକଙ୍କୁ ପୋଲିସ ରେ FIR ନ ଦେବA ପାଇଁ ସ୍କୁଲ ପ୍ରଶାସନ ପ୍ରବର୍ତାଇ ଥିଲେ। ସେହି ପାଇଁ ଘଟଣା ର 10 ଦିନ ପରେ ପୋଲିସ ପାଖରେ ଏତଲା ଦେଇ ଥିଲେ ଘର ଲୋକ।

Conclusion:ପୋଲିସ ପାଖରେ ସ୍କୁଲ ପ୍ରଶାସନ ସବୁ ତଥ୍ୟ ଦେଇ ନ ଥିଲେ। ଗ୍ରୀନ କାର୍ଡ ତଥା ମୋବାଇଲ ଘଟଣା କୁ ନେଇ ପୋଲିବେ ଆଜି ସ୍କୁଲ କୁ ଯାଇ ତଦନ୍ତ ଆରମ୍ଭ କରିଛି। ବଡ଼ କଥା ହେଲା ହଷ୍ଟେଲ ରେ ରହୁଥିବା ଛାତ୍ର ନିଖୋଜ ଘଟଣା ତୁରନ୍ତ ପୋଲିସ କୁ ଦେଲା ନାହିଁ ସ୍କୁଲ ପ୍ରଶାସନ ଅନ୍ୟ ପଟେ ସ୍କୁଲ ପ୍ରଶାସନ କାହିଁକି ତାଙ୍କ ଉପରେ ଚାପ ପକାଇ ଥିଲେ ଏତଲା ଥାନା ରେ ନ ଦେବ ପାଇଁ। ପୋଲିସ ଘଟଣା ର ତଦନ୍ତ କରୁଛି ତଥା ଅରୁଣ କୁ କେବେ ଖୋଜିବାରେ ସଫଳ ହେଉଛି।
bite_ muna gop, ନିଖୋଜ ଛାତ୍ର ର ଭାଇ
bite- ଆନନ୍ଦ ମାଝୀ, ଆଇଆଇସି, ବିରମିତ୍ରପୁର, ଥାନା।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.