ETV Bharat / business

ଡିସ୍‌ ଟିଭିର 24 ପ୍ରତିଶତ ଅଂଶଧନ ଅଧିଗ୍ରହଣ କଲା ୟେସ ବ୍ୟାଙ୍କ

author img

By

Published : May 31, 2020, 12:28 AM IST

ଡିଟିଏଚ ସେବା ପ୍ରଦାନକାରୀ କମ୍ପାନୀ ଡିସ ଟିଭି ଋଣ ପରିଶୋଧ କରିପାରିନଥିବାରୁ ତାର 24 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛି ୟେସ ବ୍ୟାଙ୍କ । ଅଧିକ ପଢନ୍ତୁ...

YES Bank
ଡିସ୍‌ ଟିଭିର 24 ପ୍ରତିଶତ ଅଂଶଧନ ଅଧିଗ୍ରହଣ କଲା ୟେସ ବ୍ୟାଙ୍କ

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ୟେସ ବ୍ୟାଙ୍କ ଡିସଟିଭିର 24 ପ୍ରତିଶତରୁ ଅଧିକ ଅଂଶଧନ ଅଧିଗ୍ରହଣ କରିଛି । ଏ ନେଇ ଶନିବାର ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟାଙ୍କ କହିଛି ଯେ, ଡିଟିଏଚ ସେବା ପ୍ରଦାନକାରୀ କମ୍ପାନୀ ଡିସ ଟିଭି ତଥା କିଛି ଅନ୍ୟ କମ୍ପାନୀ ସେୟାରକୁ ଋଣ ପାଇଁ ଗ୍ୟାରେଣ୍ଟି ଆଧାରରେ ବନ୍ଧକ ରଖିଥିଲେ । ତେବେ ଋଣ ପରିଶୋଧ କରିପାରିନଥିବାରୁ ଏହି ସେୟାରକୁ ଅଧିଗ୍ରହଣ କରାଯାଇଛି ।

ବ୍ୟାଙ୍କ ସେୟାର ବଜାରକୁ କହିଛି କି 24.19 ପ୍ରତିଶତ ଅଂଶଧନର ଅଧିଗ୍ରହଣ କରାଯାଇଛି । ବ୍ୟାଙ୍କ କହିଛି କି ଏହା 44,53,48,990 ସେୟାର । ଡିସ ଟିଭି ଇଣ୍ଡିଆ ଲିମିଟେଡକୁ ଦିଆଯାଇଥିବା ଋଣକୁ ନିର୍ଦ୍ଦିଷ୍ଟ ସମୟରେ ପେମେଣ୍ଟ କରାଯାଇଥିବା କାରଣରୁ ଏହି ସେୟାରକୁ ଅଧିଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.