ETV Bharat / business

କୋରୋନା ଯୁଦ୍ଧ ପାଇଁ 50 କୋଟି ଦେଲା ଷ୍ଟାର ଇଣ୍ଡିଆ - ଷ୍ଟାର ଇଣ୍ଡିଆ

କୋରୋନା ମୁକାବିଲା ପାଇଁ ୱାଲ୍ଟ ଡିଜନି କମ୍ପାନୀ ଏବଂ ଷ୍ଟାର ଇଣ୍ଡିଆର ଆର୍ଥିକ ସହାୟତା । ବୁଧବାର କମ୍ପାନୀ 50 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି । ଅଧିକ ପଢନ୍ତୁ..

କୋରୋନା ଯୁଦ୍ଧ ପାଇଁ 50 କୋଟି ଦେଲା ଷ୍ଟାର ଇଣ୍ଡିଆ

author img

By

Published : May 5, 2021, 10:06 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ୱାଲ୍ଟ ଡିଜନି କମ୍ପାନୀ ଏବଂ ଷ୍ଟାର ଇଣ୍ଡିଆର ଆର୍ଥିକ ସହାୟତା । ବୁଧବାର କମ୍ପାନୀ 50 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି କି, ରିଲିଫ ପ୍ରୟାସରେ ସହଯୋଗ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାସ୍ଥ୍ୟ ରକ୍ଷକ ଉପକରଣ କିଣିବା ପାଇଁ ଏହି ଅର୍ଥରାଶିର ଉପଯୋଗ କରାଯିବ । ଯେଉଁଥିରେ ଅକ୍ସିଜେନ କନସେନଟ୍ରେଟର୍ସ , ଭେଣ୍ଟିଲେଟର ଓ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବା ଆଦି ସାମିଲ ରହିଛି ।

ଷ୍ଟାର ଇଣ୍ଡିଆ କମ୍ପାନୀ କହିଛି କି, ‘‘ କୋରୋନା ସଂକ୍ରମଣ ବିରୋଧୀ ଲଢେଇରେ ୱାଲ୍ଟ ଡିଜନି କମ୍ପାନୀ ଓ ଷ୍ଟାର ଇଣ୍ଡିଆ ଭାରର ଲୋକଙ୍କ ସହ ସୁଦୃଢତାର ସହ ଠିଆ ହୋଇଛି । ଆମେ କୋରୋନା ସଂକ୍ରମଣ ବିରୋଧରେ ରିଲିଫ ପ୍ରୟାସରେ ସହଯୋଗ ପାଇଁ 50 କୋଟି ଟଙ୍କାର ଯୋଗଦାନ ଦେଉଛି । ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସାମଗ୍ରୀ ଏବଂ ଯନ୍ତ୍ରପାତି ଯୋଗାଇବା ହେଉଛି ବର୍ତ୍ତମାନ ସମୟରେ ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.